ଆସ୍ଥମା ରୋଗର କାରଣ ଓ ନିରାକରଣ | Dr Niroj Kumar Mishra on Causes & Treatment of Asthma in Odia

Описание к видео ଆସ୍ଥମା ରୋଗର କାରଣ ଓ ନିରାକରଣ | Dr Niroj Kumar Mishra on Causes & Treatment of Asthma in Odia

#Asthama #DoctorAdvice #OdiaHealthTips

ଆସ୍ଥମା ରୋଗ, ସାଧାରଣରେ ଏହାକୁ ଆଜମା ବୋଲି ମଧ୍ୟ କୁହାଯାଏ। ଆସ୍ଥମା ହେଉଛି ଏକ ଫୁସଫୁସ ରୋଗ। ଏହି ରୋଗ ହେବା ଫଳରେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ଏବଂ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥାଏ। କାହିଁକି ହୋଇଥାଏ ଆସ୍ଥମା ରୋଗ? କେମିତି ଏହାକୁ ରୋକିପାରିବା? ଏବଂ ଏହାର ଚିକିତ୍ସା କ'ଣ ରହିଛି? ଏନେଇ ମେଡିସିନ୍ ସ୍ପେଶିଆଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ଆସ୍ଥମା ରୋଗ କ'ଣ? (0:00)
ଆସ୍ଥମା ରୋଗର ଲକ୍ଷଣ (0:48)
ଆସ୍ଥମା ରୋଗର କାରଣ (1:30)
ଆସ୍ଥମା ହେବାର ଆଶଙ୍କା କାହାକୁ ଥାଏ? (5:50)
ଆସ୍ଥମା ରୋଗର ଜଟିଳତା (7:06)
ଆସ୍ଥମା ରୋଗର ନିରାକରଣ (9:02)
ଆସ୍ଥମା ରୋଗର ଚିକିତ୍ସା (10:09)
ଡାକ୍ତରଙ୍କ ପରାମର୍ଶ ଜରୁରୀ (12:08)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/what-is-ast...

Asthma is a lung disease. The disease can cause respiratory distress and make it difficult for the patient to breathe. What is Asthma? How can we prevent this? What is its treatment? Let's find out from Medicine specialist Dr Niroj Kumar Mishra.

In this video,
What is Asthma? (0:00)
Symptoms of Asthma (0:48)
Causes of Asthma (1:30)
Who is at risk of Asthma? (5:50)
Complications of Asthma (7:06)
Prevention of Asthma (9:02)
Treatment of Asthma (10:09)
Doctor's Advice (12:08)


Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ।

SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Connect with us at https://www.swasthya.plus

Комментарии

Информация по комментариям в разработке