କେମିତି ଚିହ୍ନିବେ ଫୁସ୍‌ଫୁସ୍ କର୍କଟ? | Dr Sanjib Kumar Mishra on Symptoms & Treatment of Lung Cancer

Описание к видео କେମିତି ଚିହ୍ନିବେ ଫୁସ୍‌ଫୁସ୍ କର୍କଟ? | Dr Sanjib Kumar Mishra on Symptoms & Treatment of Lung Cancer

#LungCancer #DoctorAdvice #OdiaHealthTips

ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ।

ଆମର ଫୁସଫୁସରେ କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଲେ ତାହା ଏକ ଟ୍ୟୁମରର ରୂପ ନେଇଥାଏ। ସେହି ଟ୍ୟୁମର ପରବର୍ତ୍ତୀ ସମୟରେ କର୍କଟର କାରଣ ପାଲଟେ। ତେବେ କାହିଁକି ହୁଏ ଫୁସଫୁସ୍ କର୍କଟ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,
ଫୁସ୍‌ଫୁସ୍ କର୍କଟର ଲକ୍ଷଣ କ'ଣ? (0:00)
ଫୁସ୍‌ଫୁସ୍ କର୍କଟର କାରଣ (1:03)
ଫୁସ୍‌ଫୁସ୍ କର୍କଟର ପ୍ରକାର (1:43)
କେମିତି ଚିହ୍ନିବା ଫୁସ୍‌ଫୁସ୍ କର୍କଟ? (2:25)
ଫୁସ୍‌ଫୁସ୍ କର୍କଟର ଚିକିତ୍ସା (4:51)
ଫୁସ୍‌ଫୁସ୍ କର୍କଟର ନିରାକରଣ (10:19)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/lets-find-o...

Dr. Sanjib Kumar Mishra is a well-known radiation oncologist in Odisha. He has deep experience in providing cancer care to patients. Dr. Mishra currently resides in Bhubaneswar. You can contact him on 9938668843.

When the cells in our lungs grow uncontrollably, it takes the form of a tumor. The tumor then gives rise to cancer in the body. So why lung cancer happens? Let’s find out from oncologist Sanjeev Kumar Mishra about its symptoms and treatment.

In this video,
What are the symptoms of lung cancer? (0:00)
Causes of lung cancer (1:03)
Types of lung cancer (1:43)
How to diagnose lung cancer? (2:25)
Treatment of lung cancer (4:51)
Prevention of lung cancer (10:19)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ।

SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Connect with us at https://www.swasthya.plus

Комментарии

Информация по комментариям в разработке