Ama Bishnu Bhai || ଆମ ବିଷ୍ଣୁ ଭାଇ ||Sricharana Mahanti Panchanana Nayak song Mla Dhamangara ,

Описание к видео Ama Bishnu Bhai || ଆମ ବିଷ୍ଣୁ ଭାଇ ||Sricharana Mahanti Panchanana Nayak song Mla Dhamangara ,

ଧାମନଗର ନିର୍ବାଚନମଣ୍ଡଳୀର ଦିବଂଗତ ବିଜେପି ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସେଠୀ ଙ୍କ ଉପରେ ଆଧାରିତ ସଙ୍ଗୀତ,
ମାଟି ମଣିଷ ସେ ହେଇଛି ମାଟି
ମାଟି ପାଇଁ ଗଲା ମାଟିରେ ଲୋଟି
ଭାଇ ସମାଧିରେ ଫୁଲଟେ ଫୁଟି
କହେ ମୁଁ ସେଇ ବିଷ୍ଣୁ ସେଠୀ ।।

ଆମ ହୃଦୟରେ ବିଷ୍ଣୁ ଭାଇ ।କାଲି ଥିଲେ , ଆଜି ଅଛନ୍ତି, କାଲିରହିଥିବେ ,
Au Sedaka Subhiba nahi Ama Bishnu Bhai
ପଞ୍ଚାନନ ନାୟକଙ୍କ ସଂଯୋଜନାରେ ଶ୍ରୀଚରଣଙ୍କ କଣ୍ଠରୁ ବିଷ୍ଣୁ ଭାଇଙ୍କ ଉଦ୍ଦେଶ୍ୟରେ ଶୁଣନ୍ତୁ ଏହି ସୁନ୍ଦର ଗୀତଟିକୁ ।
ଗୀତିକାର_ପଞ୍ଚାନନ ନାୟକ
ସଙ୍ଗୀତ _ଶ୍ରୀଚରଣ ମହାନ୍ତି

#BishnuSethi
#SaiSubham
#Sricharana

Комментарии

Информация по комментариям в разработке