Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି III | ଆନ୍ ସାଙ୍ଗ୍ ହୋଙ୍ଗ୍

  • World Mission Society Church of God / Global
  • 2022-12-16
  • 251
ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି III | ଆନ୍ ସାଙ୍ଗ୍ ହୋଙ୍ଗ୍
ଚର୍ଚ୍ଚ ଅଫ୍ ଗଡ୍ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ଆନ୍ ସାଙ୍ଗ୍ ହୋଙ୍ଗ୍ମାତା ପରମେଶ୍ୱରସ୍ୱର୍ଗୀୟ ମାତାକିମ୍ ଜୁ ଚିଅଲ୍ନିସ୍ତାର ପର୍ବବିଶ୍ରାମ ଦିନନୂତନ ନାମଦ୍ୱିତୀୟ ଥର ଆଗମନ କରିବାଦ୍ୱିତୀୟ ଥର ଆସିଥିବା ଯୀଶୁପ୍ରଧାନ ପାଦ୍ରୀ କିମ୍ ଜୁ ଚିଅଲଙ୍କ ଭିଡିଓ ଉପଦେଶ
  • ok logo

Скачать ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି III | ଆନ୍ ସାଙ୍ଗ୍ ହୋଙ୍ଗ୍ бесплатно в качестве 4к (2к / 1080p)

У нас вы можете скачать бесплатно ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି III | ଆନ୍ ସାଙ୍ଗ୍ ହୋଙ୍ଗ୍ или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି III | ଆନ୍ ସାଙ୍ଗ୍ ହୋଙ୍ଗ୍ бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି III | ଆନ୍ ସାଙ୍ଗ୍ ହୋଙ୍ଗ୍

ସିୟୋନର ବିଶେଷତାଗୁଡ଼ିକ କ’ଣ ଯାହା ପରମେଶ୍ୱର ସ୍ଥାପିତ କରିବେ?
ପରମେଶ୍ୱର ସେହି ଚର୍ଚ୍ଚକୁ ଯିଏ ତାଙ୍କ ପର୍ବକୁ ପାଳନ କରିଥାଏ, ସିୟୋନ କହିଲେ ।
ଏକମାତ୍ର ଚର୍ଚ୍ଚ ଯାହା ବାଇବଲରେ ଲିପିବଦ୍ଧ ପରମେଶ୍ୱରଙ୍କ ପର୍ବ, ବିଶ୍ରାମ ଦିନ, ନିସ୍ତାରପର୍ବ, ଖମୀରଶୂନ୍ୟ ରୋଟୀର ପର୍ବ, ପ୍ରଥମ ଫଳର ପର୍ବ, ପେଣ୍ଟିକଷ୍ଟ ଦିନ, ତୂରୀଧ୍ୱନି ପର୍ବ, ପ୍ରାୟଶ୍ଚିତ୍ତ ଦିନ ଏବଂ ପତ୍ରକୁଟୀର ପର୍ବକୁ ପାଳନ କରିଥାଏ ଚର୍ଚ୍ଚ ଅଫ୍ ଗଡ୍ ଅଟେ ।

କୌଣସି ବ୍ୟକ୍ତି ସିୟୋନ ନିର୍ମାଣ କରିପାରିବ ନାହିଁ; କେବଳ ପରମେଶ୍ୱର ସିୟୋନ ନିର୍ମାଣ କରିପାରିବେ
ଯୀଶୁ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ପଶୁମାନଙ୍କ ରକ୍ତ ଦ୍ୱାରା ନୁହେଁ, ବରଂ ନିଜର ମୂଲ୍ୟବାନ ରକ୍ତ ଦ୍ୱାରା ନୂତନ ନିୟମର ସ୍ଥାପନ କଲେ ।
ସେ ଆମ୍ଭକୁ ଏହା ମଧ୍ୟ ଶିଖାଇଲେ ଯେ ସ୍ଥାନ ଯେଉଁଠାରେ ନୂତନ ନିୟମର ପର୍ବ ପାଳନ କରାଯାଏ, ସେହି ସ୍ଥାନ ସିୟୋନ ଅଟେ, ଯେଉଁଠାରେ ମାନବଜାତିର ପରିତ୍ରାଣ ଦିଆଯାଏ ।
କିନ୍ତୁ, ନୂତନ ନିୟମର ପର୍ବ ଅନ୍ଧକାର ଯୁଗରେ ଅଦୃଶ୍ୟ ହେଲା, ଏବଂ ସିୟୋନ ନଷ୍ଟ କରାଗଲା ।
ଆଜି, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ସିୟୋନକୁ ପୁନର୍ନିର୍ମାଣ କରିଛନ୍ତି ଯାହା ନଷ୍ଟ ହୋଇଯାଇଥିଲା ।

ଗୀତସଂହିତା ୧୦୨:୧୬
କାରଣ ସଦାପ୍ରଭୁ ସିୟୋନକୁ ପୁନର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି ।

ଯିଶାଇୟ ୩୩:୨୦-୨୨
ଆମ୍ଭମାନଙ୍କର ପବିତ୍ର ସଭାସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର; ତୁମ୍ଭର ଚକ୍ଷୁ ଶାନ୍ତିମୟ ବସତି-ସ୍ଥାନ ଯିରୂଶାଲମକୁ ଦେଖିବ, ତାହା ଅଟଳ ତମ୍ଵୁ ସ୍ଵରୂପ... ମାତ୍ର ସେଠାରେ ସଦାପ୍ରଭୁ ପ୍ରତାପରେ ଆମ୍ଭମାନଙ୍କର ସହବର୍ତ୍ତୀ ହେବେ... ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ ।


ଏହି ଭିଡିଓ ର ପ୍ରକାଶନକାର ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ପାଖରେ ଅଛି । ଆଇନଗତ ଅଧିକାର ନଥିବା ନକଲ ଓ ବିତରଣ ନିଷିଦ୍ଧ ଅଟେ ।

〖World Mission Society Church of God〗https://watv.org
〖WATV Media Cast〗 https://watvmedia.org/or
〖Church of God Introduction〗https://introwmscog.com

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]