ତୋ ପ୍ରିୟତମ ବୋଲ ନ ମାନୁ କାହିଁକି//to priyatama bolo no manu kahin ki// rev Jeetu Lima worship// 2023

Описание к видео ତୋ ପ୍ରିୟତମ ବୋଲ ନ ମାନୁ କାହିଁକି//to priyatama bolo no manu kahin ki// rev Jeetu Lima worship// 2023

ତୋ ପ୍ରିୟତମ ବୋଲ ନ ମାନୁ କାହିଁକି//to Priyatama bolo na Manu kahin ki//Jeetu Lima worship//2023

new year re revival meeting//revival song// powerful song//heart' touching Christian song//2023

singer _jeetu lima
place _ therubali
musician _ jabesh korado and tukuna pani
year_2023

#ତୋ ପ୍ରିୟତମ ବୋଲ ନ ମାନୁ କାହିଁକି



#odiachristianmusicvideo
#odiachristianwhatsappstatusvideo
#odiachristianmessage
#odiachristiansong
#topriyatamabolonomanukahinki

#amitpani
#jeetuLima
#niranjanturuk
#amitbadanayak
#humanSagar
#junasganta
#prasadLima
#bidyutbhatra
#jaganmohonnag
#youtubeshorts
#rajivDaniel
#abmusic
#endtimerevival
#jituLima
#jeetulimaodiamessage
RajivDanielodiamessage

#newchristiandevotionalsong
Amos Singh ministry
#2013

best worship song


song lyrics....
ତୋ ପ୍ରିୟତମ ବୋଲ ନ ମାନୁ କାହିଁକି _2
ଏ ଗିରେ ସେ ଗିରେ ପାଦ -2
ଦେଖୁ ନାହୂ କି
ତୋ ପ୍ରିୟତମ ବୋଲ ନ ମାନୁ କାହିଁକି......


ଶୟତାନ ମାୟା ଜାଲେ ପଡ଼ି
ଜଗତର ପାପ ଆ ଗଲା ବଢ଼ି ବଢ଼ି -2
ତହୁଁ ,ଦେଖିଲେ ପିତା ଇଶ୍ୱର, ବ୍ୟାକୁଳ ହେଲା ଅନ୍ତର -4
ଏକ ମାତ୍ର ପୁତ୍ର ତାଙ୍କ -2ଦେଲେ ନାହିଁକି
ତୋ ପ୍ରିୟତମ ବୋଲ ନ ମାନୁ କାହିଁକି......


ଜଗତ ସୃଷ୍ଟି ର ପରେ ପରେ
ଧୂଳି ରୁ ମଣିଷ ଗଢିଲେ
ନାଁ ରଙ୍ଗ ଢଙ୍ଗେ ଫୁଲ ଫଳେ ,ଆଦମ ହବା ଙ୍କୁ ଆକାଶିଲେ
ପ୍ରତି ସକାଳ ସଞ୍ଜ ରେ
ଆଦମ ହବା ସଙ୍ଗରେ -4
ମିଳନ ମଧୁର କଥା-2 ହେଲେ ନାହିଁକି
ତୋ ପ୍ରିୟତମ ବୋଲ ନ ମାନୁ କାହିଁକି......


ତୋର ରୋଗ ବ୍ୟାଧି ସୁସ୍ଥ ପାଇଁ
କୋରଡ଼ା ପ୍ରହାର ଆପେ ଅଙ୍ଗେ ନେଲେ ବହି -2
ପାପୁ ଉଦ୍ଧାରିବା ପାଇଁ , କୃଶ କାଠେ ବିଦ୍ଧ ହୋଇ -4
କାଳବରୀ ଚୁଲେ ପ୍ରାଣ -2 ଦେଲେ ନାହିଁ କି
ତୋ ପ୍ରିୟତମ ବୋଲ ନ ମାନୁ କାହିଁକି........

Комментарии

Информация по комментариям в разработке