ବାବୁ ମହଲ: କାଳିଆ ଟଙ୍କାକୁ କାଳିଆ ଭରସା | Babu Mahal #2 'KALIA Tankaa ku KALIA Bharasa'

Описание к видео ବାବୁ ମହଲ: କାଳିଆ ଟଙ୍କାକୁ କାଳିଆ ଭରସା | Babu Mahal #2 'KALIA Tankaa ku KALIA Bharasa'

ରାଜ୍ୟ ସରକାର ସମସ୍ତ କ୍ଷୁଦ୍ର ଚାଷୀ, ନାମ ମାତ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କଲେ। ମାତ୍ର ଯୋଜନାର ଫାଇଦା ପ୍ରକୃତ ହିତାଧିକାରୀ ନପାଇ ଅଯୋଗ୍ୟ ବ୍ୟକ୍ତି ବିଶେଷ ପାଇଲେ। ବର୍ତ୍ତମାନ ପ୍ରକୃତ ଚାଷୀଙ୍କୁ ଟଙ୍କା ଦେବାପାଇଁ ଅର୍ଥାଭାବ ଦେଖାଦେଇଛି। ତେଣୁ ସମସ୍ତ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଯୋଜନା ଟଙ୍କା ଫେରାଇ ଦେବାକୁ ରାଜ୍ୟ ସରକାର ଅନୁରୋଧ କରୁଛନ୍ତି। ଏହା କେତେ ଯୁକ୍ତିଯୁକ୍ତ ତାହା ଏହି ଆନିମେସନ ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି।

ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

This video is not allowed for reuse/ redistribution in any form and manner on any source. Copyright owner : Dharitri Live

Babu Mahal New web cartoon series from Dharitri live. Hope you enjoyed!

Comment your suggestions.

For more updates please visit us:

Website: https://www.dharitri.com
Facebook:   / dharitrinews  
Twitter:   / dharitrilive1  
Youtube:    / dharitrilive  

#BabuMahal #OdiaCartoon #OdiaComedy #Odisha #କାଳିଆଯୋଜନା

Комментарии

Информация по комментариям в разработке