Odia Kabita: ରାତିଟିଏ || Bedaprakash Nayak || Kabita Class

Описание к видео Odia Kabita: ରାତିଟିଏ || Bedaprakash Nayak || Kabita Class

Poetry Title: Ratitie
Writer and Narrator: Bedaprakash Nayak

About Us!
Poetry can evoke all sorts of emotions - Love, Heartbreak, Sensuality, Humor, Satire, Patriotism, Political, Social and much more. Catch original Odia Poetry & Sher-O-Shayari only on #JharkaKabita

If you too write poetry and want to share your poems with the world, contact us. We will feature you in #KabitaClass

Email: [email protected]

Thanks & Regards
#JharkaKabita

"""""""""""""""""""" ରାତିଟିଏ """""""""""""""""""


ତୁମେ ,ଜହ୍ନ ଆଉ ମୁଁ
ସେଦିନ ଏତିକି ଥିଲେ ନା
ତୁମ ଗାଁ ନଈ କୂଳେ
ଆମର ସେ ଶେଷ ଦେଖା ବେଳେ,

କୋଳ ଟିକେ ଖୋଜିଲି ବୋଲି
ତୁମେ ଇସାରା କଲ ଜହ୍ନ କୁ
ସିଏ ପା ଦେଖୁଛି! କାଳେ
ଜାଣିଯିବେ ଘର ଲୋକ,ନୂଆ ବାପ ଘର।

ବାଦଲ ଜହ୍ନ କୁ ଢାଙ୍କିଲା ବେଳେ
ତୁମେ ସୃଷ୍ଟି କରୁଥିଲ
ଆମ ଭିତରେ ଶୂନ୍ୟତାର ଅନ୍ଧାର କୁ।

ତୁମେ କାନ୍ଦୁଥିଲ
ଆଉ କେବେ ନ କାନ୍ଦିବା ପାଇଁ
ତୁମେ ହଜୁଥିଲ
ଆଉ କେବେ ନ ମିଳିବ ବୋଳି,

ମୋର ସବୁ ପ୍ରଶ୍ନକୁ ନଦୀରେ ଉଜେଇ
ତୁମେ ବାହି ନେଲ ଜୀବନ ନୌକା
ମୁଁ ଏବେ ବଣା ବାଟୋଇ
କେବେ ମୋ ପ୍ରଶ୍ନ ପଛେ
କେବେ ତୁମ ନୌକା ର ସନ୍ଧାନ ରେ।।

...................................................

Комментарии

Информация по комментариям в разработке