ପୁଲିସ କେରାଣ୍ଡି ଧରିଲା, ଭାକୁର ଛାଡ଼ିଦେଲା || Bolangir Crime Special Story || Odisha Reporter

Описание к видео ପୁଲିସ କେରାଣ୍ଡି ଧରିଲା, ଭାକୁର ଛାଡ଼ିଦେଲା || Bolangir Crime Special Story || Odisha Reporter

ଶୁଣିଲେ ତ ଖୋଦ ବିଧାୟକଙ୍କ ମୁହଁରୁ କ୍ରାଇମ କ୍ୟାପିଟାଲ ବଲାଙ୍ଗିରର ଅପରାଧ ଓ ଅପରାଧିଙ୍କ କଥା । ବିଧାୟକଙ୍କ ସଂଗୀନ ଅଭିଯୋଗ, ପ୍ରତିଦିନ କିଛି ନା କିଛି ଘଟୁଛି । ଦରକାର ମୁତାବକ ପୋଲିସ ପେଟ୍ରୋଲିଂ ହେଉନାହିଁ । ପୋଲିସର ତଦନ୍ତ ସନ୍ତୋଷ ଜନକ ନୁହେଁ । ଚୋର ଧରିଲେ, ଚୋରୀ ସାମଗ୍ରୀ ଉଦ୍ଧାର କରାଯାଇପାରୁନାହିଁ । ସବୁଠୁ ସଂଗୀନ ଅଭିଯୋଗ ହେଉଛି, ବଲାଙ୍ଗିର ସହରରେ ଯେଉଁଠି ଚାହିଁଲେ, ସେଇଠି ମିଲିଯାଉଛି ବେଆଇନ ମଦ ଓ ଡ୍ରଗ୍ସ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter#Balangir#Crime#Police#specialreport #Odisha

Комментарии

Информация по комментариям в разработке