SARAGA RAJYA SANIKATA ||ODIA DEVOTIONAL SONG ||SINGER:ASHOK PATMAJHI ||LYRICS SAMANTA MALLICK

Описание к видео SARAGA RAJYA SANIKATA ||ODIA DEVOTIONAL SONG ||SINGER:ASHOK PATMAJHI ||LYRICS SAMANTA MALLICK

SARAGA RAJYA SANIKATA ||ODIA DEVOTIONAL SONG ||SINGER:ASHOK PATMAJHI ||LYRICS SAMANTA MALLICK
SP OFFICIAL MUSIC

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁରନାମରେ ସମସ୍ତଙ୍କୁ ନମସ୍କାର praise the lord ମୁଁ ଆପଣ ମାନଙ୍କର ସାନଭାଇ Ashok patmajhi
ବହୁତ ଦିନ ଏବଂ ବହୁତ ମାସପରେ ପ୍ରଭୁଙ୍କର ଗୌଉରବ ଏବଂ
ପ୍ରଶଂସା ଉଦେଶ୍ୟରେ ଗୋଟେ ଅତି ସୁନ୍ଦର ଏବଂ ମନ ଛୁଆଁ ଗିତ
ଗାଇବାକୁ ପ୍ରଭୁ ମୋତେ ସାହାଯ୍ୟ କରିଥିବାରୁ ମୁଁ ପ୍ରଭୁଙ୍କୁ ବିଶେଷ
ଧନ୍ୟବାଦ ଦିଏ
ଏବଂ ମୋର SP official music YouTube
channel କୁ ଦେଖୁଥିବା ପ୍ରତ୍ୟକ ଦର୍ଶକ ମାନଙ୍କୁ ମୋର ଅନୁରୋଧ ଆପଣମାନେ ଗିତଟି ଶୁଣନ୍ତୁ ଏବଂ ଏଇ ଗୀତ ଦ୍ୱାରା
ପ୍ରଭୁ ଯୀଶୁଙ୍କୁ ଗୌଉ ରବ କରନ୍ତୁ ||
ଏଇ ଗୀତକୁ ଆପଣ ମାନଙ୍କ ସମ୍ମୁଖରେ full video ସହିତ
ଅର୍ପଣ କରୁଅଛୁ||

[SONG CREDITE]
Lyrics :ps Samanta mallick
Singer :Ashok patmajhi
producer :ps Manash patmajhi
special thanks :karnel digal
music : subam samual

Комментарии

Информация по комментариям в разработке