ଫଳ କେରେଟ୍ ରେ କରିପାରିବେ ଛତୁ ଚାଷ (ନିଜ ଘରେ)।

Описание к видео ଫଳ କେରେଟ୍ ରେ କରିପାରିବେ ଛତୁ ଚାଷ (ନିଜ ଘରେ)।

ନୂଆ ଉପୟରେ ଛତୁ ଚାଷ (ନିଜ ଘରେ)।#mushroom#palachhatu#paddystrawmushroom

ଏହି ଭିଡିଓ ନୂଆ ଉପୟାରେ ଛତୁ ଚାଷ କରିବା ଶିଖେଇଛି

ଛତୁ ମଞ୍ଜି ଭଲ କି ଖରାପ୍ କେମିତି ଜାଣିବେ   • କ'ଣ କଲେ ଛତୁ ମଞ୍ଜି ଆଦୌ ଖରାପ୍ ହେବ ନାହିଁ...  


ଯେଉଁ ମାନେ ଛତୁ ଚାଷ କରନ୍ତି ବା ବ୍ଲକ୍ hoticulture ସେଣ୍ଟର ରେ ଯୋଗା ଯୋଗ କରନ୍ତୁ ଛତୁ ମାଞ୍ଜିର ଠିକଣା ପାଇ ପାରିବେ ଏବଂ ମଞ୍ଜି ପାଇ ପାରିବେ। Flipkart, amazan ରୁ ମଞ୍ଜି ପାଇ ପାରିବେ।
ଯଦି ଆପଣଙ୍କ ଘର ବାଲେଶ୍ୱର ଜିଲ୍ଲାରେ ହେଇଥାଏ ଆପଣ ଅତି କମ୍ ରେ 60 ପିସ୍ ମଞ୍ଜି ନେବାକୁ ଚାହାନ୍ତି ତେବେ 7008384489 or 78734 30225 ରେ ଯୋଗାଯୋଗ କରନ୍ତୁ। ଅଳ୍ପ ମଞ୍ଜି ନେଲେ ତାଙ୍କ ପାଖକୁ ଯାଇ ଆଣିବା ପାଇଁ ପଡିବ।

Комментарии

Информация по комментариям в разработке