Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ସାବଧାନ ବରଗଡ଼ ଜିଲ୍ଲାବାସୀ , କୋଟି କୋଟି ଟଙ୍କାର ସାଇବର ଠକେଇର ଖୁଲାସା କଲା ପୋଲିସ୍, ବରଗଡ଼ ଜିଲ୍ଲାର ବଡ ଖବର

  • BARGARH TV
  • 2026-02-19
  • 24461
ସାବଧାନ ବରଗଡ଼ ଜିଲ୍ଲାବାସୀ , କୋଟି କୋଟି ଟଙ୍କାର ସାଇବର ଠକେଇର ଖୁଲାସା କଲା ପୋଲିସ୍, ବରଗଡ଼ ଜିଲ୍ଲାର ବଡ ଖବର
  • ok logo

Скачать ସାବଧାନ ବରଗଡ଼ ଜିଲ୍ଲାବାସୀ , କୋଟି କୋଟି ଟଙ୍କାର ସାଇବର ଠକେଇର ଖୁଲାସା କଲା ପୋଲିସ୍, ବରଗଡ଼ ଜିଲ୍ଲାର ବଡ ଖବର бесплатно в качестве 4к (2к / 1080p)

У нас вы можете скачать бесплатно ସାବଧାନ ବରଗଡ଼ ଜିଲ୍ଲାବାସୀ , କୋଟି କୋଟି ଟଙ୍କାର ସାଇବର ଠକେଇର ଖୁଲାସା କଲା ପୋଲିସ୍, ବରଗଡ଼ ଜିଲ୍ଲାର ବଡ ଖବର или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ସାବଧାନ ବରଗଡ଼ ଜିଲ୍ଲାବାସୀ , କୋଟି କୋଟି ଟଙ୍କାର ସାଇବର ଠକେଇର ଖୁଲାସା କଲା ପୋଲିସ୍, ବରଗଡ଼ ଜିଲ୍ଲାର ବଡ ଖବର бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ସାବଧାନ ବରଗଡ଼ ଜିଲ୍ଲାବାସୀ , କୋଟି କୋଟି ଟଙ୍କାର ସାଇବର ଠକେଇର ଖୁଲାସା କଲା ପୋଲିସ୍, ବରଗଡ଼ ଜିଲ୍ଲାର ବଡ ଖବର

ସାଇବର ଠକେଇ ମାମଲାରେ ପୁଣି ୩ ଅଭିଯୁକ୍ତ ଗିରଫ l ପୂର୍ବରୁ ଏଭଳି ଠକେଇ ମାମଲାରେ ଗିରଫ ହୋଇଥିଲେ ୬ ଅଭିଯୁକ୍ତ l ନିରୀହ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୁଟୁଥିଲେ ଟଙ୍କା l
ଆକାଉଣ୍ଟ ଖୋଲିଲେ ଟଙ୍କା ମିଳିବ କହି ଦେଉଥିଲେ ପ୍ରଲୋଭନ l ପରବର୍ତ୍ତି ସମୟରେ ଆକାଉଣ୍ଟକୁ ଫ୍ରଡ ସଂସ୍ଥାରେ ବ୍ୟବହାର କରୁଥିଲେ l ଫ୍ରଡ ସଂସ୍ଥାକୁ ଆକାଉଣ୍ଟ ଦେଇ ଲକ୍ଷାଧିକ ଟଙ୍କା ପାଉଥିଲେ ସାଇବର ଠକ୍ l ୫୭ ଟି ବିଭିନ୍ନ ବ୍ୟାଙ୍କର ପାସବୁକ୍, ୧୯ ଟି ଚେକ୍ ବୁକ୍, ୮୧ ଟିଏଟିମ୍, ୨୬ ଟି ସିମ କାର୍ଡ, ୨ ଟି ମୋବାଇଲ, ୬ ହଜାର ୭ ଶହ ନଗଦ ଟଙ୍କା, ଗୋଟିଏ ସ୍କୁଟି ଜବତ କରିଛି ଟାଉନ ଥାନା ପୋଲିସ l
୫୭ ଟି ବିଭିନ୍ନ ବ୍ୟାଙ୍କର ପାସବୁକରେ ରହିଛି ୧୦ କୋଟିରୁ ଅଧିକ ଟଙ୍କା l ବରଗଡରେ ହୋଇଥିବା ଠକେଇର ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର କୁଶଳ ବରଗଡର ଏକ ସପିଂମଲରେ କାମ କରି ଏଭଳି ଠକେଇ କରୁଥିଲେ l ମନୋଜ କୁମାର ପ୍ରଥମେ ଟେଲିଗ୍ରାମର ଏକ ଗ୍ରୁପରେ ସାମିଲ ହେବା ପରେ ତାକୁ ଆକାଉଣ୍ଟ ଖୋଲି ଟଙ୍କା କାରବାର କଲେ ଫାଇଦା ମିଳିବ ବୋଲି କୁହା ଯାଇଥିଲା l ଆଉ ଏହାପରେ ମନୋଜ ଆରମ୍ଭ କରିଥିଲା ଏଭଳି ଠକେଇ କାରବାର l ଆଉ ଏହା କଲେ ସେ କାରବାର 3.5 ପ୍ରତିଶତ ଟଙ୍କା ପାଉଥିଲେ l ଗତ ୧୨ ତାରିଖରେ ପୋଲିସ ମହା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସ୍ବତନ୍ତ୍ର ଅଭିଯାନ ଅପରେସନ ସାଇବର କବଚ ଆରମ୍ଭ ହୋଇଥିଲା l ଏହା ଆଗାମୀ ୨୭ ତାରିଖ ଯାଏ ଚାଲିବ l ଏହାରି ଭିତରେ ବରଗଡ ପୋଲିସର ଏକ ୧୫ ଜଣିଆଁ ସ୍ବତନ୍ତ୍ର ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକାଉଣ୍ଟ ଜାଲିଆତି ଉପରେ ଧରପଗଡ ଆରମ୍ଭ କରିଥିଲା l ଆଉ ଏତିକି ବେଳେ ସାମ୍ନାକୁ ଆସିଛି ଏହିବଳି ଘଟଣା l

Комментарии

Информация по комментариям в разработке

Похожие видео

  • ବରଗଡ଼ ପୋଲିସ କେ ମିଳିଲା ବଡ଼ ସଫଳତା, କୋଟି କୋଟି ଟଙ୍କା ସାଇବର ଠକେଇର ଖୁଲାସା କଲା ପୋଲିସ, ସାବଧାନ...ସତର୍କ ରହୁନ..
    ବରଗଡ଼ ପୋଲିସ କେ ମିଳିଲା ବଡ଼ ସଫଳତା, କୋଟି କୋଟି ଟଙ୍କା ସାଇବର ଠକେଇର ଖୁଲାସା କଲା ପୋଲିସ, ସାବଧାନ...ସତର୍କ ରହୁନ..
    1 день назад
  • କେନ ପ୍ରଧାନ ମନ୍ତ୍ରୀ ସମ୍ବଲପୁରୀ ଶାଢୀରେ ତିଆରି ମଞ୍ଚରେ ହୀରାକୁଦ ଡ୍ୟାମ ଉଦ୍ଘାଟନ କରିଥିଲେ ?  EP: 10 | PP Produ
    କେନ ପ୍ରଧାନ ମନ୍ତ୍ରୀ ସମ୍ବଲପୁରୀ ଶାଢୀରେ ତିଆରି ମଞ୍ଚରେ ହୀରାକୁଦ ଡ୍ୟାମ ଉଦ୍ଘାଟନ କରିଥିଲେ ? EP: 10 | PP Produ
    2 дня назад
  • Major Breakthrough! Khariar Police Arrest 4 in Big Theft Case
    Major Breakthrough! Khariar Police Arrest 4 in Big Theft Case
    9 дней назад
  • ୱେଷ୍ଟର୍ନ ମଡର୍ଣ କିର୍ତନ// WESTERN MODERN KIRTAN //JOGESH JOJO //SAMBALPURI COMEDY //JOJO J5 PRODUCTION
    ୱେଷ୍ଟର୍ନ ମଡର୍ଣ କିର୍ତନ// WESTERN MODERN KIRTAN //JOGESH JOJO //SAMBALPURI COMEDY //JOJO J5 PRODUCTION
    3 недели назад
  • ରାଜଧାନୀରେ ଏ କି ଆତଙ୍କ? Bhubaneswar Chain Snatching Today | Gold Chain Loot Bhubaneswar | N18V
    ରାଜଧାନୀରେ ଏ କି ଆତଙ୍କ? Bhubaneswar Chain Snatching Today | Gold Chain Loot Bhubaneswar | N18V
    10 дней назад
  • ଏନ୍ତା କାମ୍ ସଭେ କରବାର୍ ଜରୁରୀ ଆଏ... ପ୍ରତ୍ୟେକ ଜିବନ୍ ମୂଲ୍ୟବାନ୍.. ଆପଣ ବି ଦେଖଲେ କହେବେ ଇମାନଙ୍କୁ ଗ୍ରେଟ ଜବ୍
    ଏନ୍ତା କାମ୍ ସଭେ କରବାର୍ ଜରୁରୀ ଆଏ... ପ୍ରତ୍ୟେକ ଜିବନ୍ ମୂଲ୍ୟବାନ୍.. ଆପଣ ବି ଦେଖଲେ କହେବେ ଇମାନଙ୍କୁ ଗ୍ରେଟ ଜବ୍
    6 часов назад
  • ରାସ୍ତାରେ ଚାଲିଲେ ଲୁଟେରା...Keonjhar Bank Robbery | Armed Loot at Badabil Maharashtra Bank | Odia News
    ରାସ୍ତାରେ ଚାଲିଲେ ଲୁଟେରା...Keonjhar Bank Robbery | Armed Loot at Badabil Maharashtra Bank | Odia News
    1 месяц назад
  • Special Story: Cuttack: Friend Shot Dead at Feast in Nuapada Press Colony
    Special Story: Cuttack: Friend Shot Dead at Feast in Nuapada Press Colony
    8 дней назад
  • ବରଗଡ଼ରେ ଧରା ପଡଲେ ନିଶା ବେପାରୀ ,ବରଗଡ଼ ଏସପି ଦେଲେ ବଡ ଖବର, ବରଗଡ଼ରେ ଏବେବି ଚାଲିଛେ ଈସବୁ କାରବାର୍ ...
    ବରଗଡ଼ରେ ଧରା ପଡଲେ ନିଶା ବେପାରୀ ,ବରଗଡ଼ ଏସପି ଦେଲେ ବଡ ଖବର, ବରଗଡ଼ରେ ଏବେବି ଚାଲିଛେ ଈସବୁ କାରବାର୍ ...
    12 дней назад
  • ମଝି ରାସ୍ତାରେ ଗର୍ଜିଲେ ରୁଦ୍ର ମହାରଥୀ , ପାଦରେ ତାଡ଼ିଲେ ପିଚୁ ! Rudra Pratap Maharathy targets BJP Govt
    ମଝି ରାସ୍ତାରେ ଗର୍ଜିଲେ ରୁଦ୍ର ମହାରଥୀ , ପାଦରେ ତାଡ଼ିଲେ ପିଚୁ ! Rudra Pratap Maharathy targets BJP Govt
    3 недели назад
  • AAIJ KA DUI..KAILKA TEEN.//ଆଏଜ୍ କା ଦୁଇ..କାଏଲ୍ କେ ତିନ୍ // KEDAR PATEL COMEDY // 4K VIDEO
    AAIJ KA DUI..KAILKA TEEN.//ଆଏଜ୍ କା ଦୁଇ..କାଏଲ୍ କେ ତିନ୍ // KEDAR PATEL COMEDY // 4K VIDEO
    9 дней назад
  • ଚୋରି କଲାବେଳେ ଛାତକୁ ଛାତ ଡ଼େଉଁଥିଲା | Cops Recreate Crime Scene At Niranjan Patnaik's House | Kanak News
    ଚୋରି କଲାବେଳେ ଛାତକୁ ଛାତ ଡ଼େଉଁଥିଲା | Cops Recreate Crime Scene At Niranjan Patnaik's House | Kanak News
    1 год назад
  • ପୁରୀ ରେ ହେଲା ଝାମେଲା ଅଭଦ୍ରାମୀ ର ସବୁ ସୀମା ଟପିଲେ ବୃଦ୍ଧ ବ୍ୟକ୍ତି ଜ୍ଞାନ ଦେଲେ ପୁରୀ ବାସୀ
    ପୁରୀ ରେ ହେଲା ଝାମେଲା ଅଭଦ୍ରାମୀ ର ସବୁ ସୀମା ଟପିଲେ ବୃଦ୍ଧ ବ୍ୟକ୍ତି ଜ୍ଞାନ ଦେଲେ ପୁରୀ ବାସୀ
    3 недели назад
  • ପ୍ରେମିକାକୁ ଫୋନ୍ ଗିରଫ କଲା ପୋଲିସ । Escaped Prisoner Arrested in Vrindavan | Cuttack Police | N18V
    ପ୍ରେମିକାକୁ ଫୋନ୍ ଗିରଫ କଲା ପୋଲିସ । Escaped Prisoner Arrested in Vrindavan | Cuttack Police | N18V
    11 дней назад
  • ଘର୍ ଭିତରେ ଚାଲିଥିଲା କାରବାର୍, ରେଡ୍ ମାରଲା ପୋଲିସ୍.. ତିନ୍ ଟା ଟୁକେଲ୍ ଉଦ୍ଧାର ଚାଏର୍ ଝନ୍ ଗିରଫ ,ବରଗଡ଼ରେ ଗଡବଡ୍
    ଘର୍ ଭିତରେ ଚାଲିଥିଲା କାରବାର୍, ରେଡ୍ ମାରଲା ପୋଲିସ୍.. ତିନ୍ ଟା ଟୁକେଲ୍ ଉଦ୍ଧାର ଚାଏର୍ ଝନ୍ ଗିରଫ ,ବରଗଡ଼ରେ ଗଡବଡ୍
    3 месяца назад
  • ବାପାଙ୍କୁ ସତ କହିଦେଲା ଝିଅ, ଆଉ ତା'ପରେ ହୋଟେଲ ମାଲିକକୁ ହାଣିଦେଲା ସ୍ୱାମୀ | ସିମୁଳିଆ |
    ବାପାଙ୍କୁ ସତ କହିଦେଲା ଝିଅ, ଆଉ ତା'ପରେ ହୋଟେଲ ମାଲିକକୁ ହାଣିଦେଲା ସ୍ୱାମୀ | ସିମୁଳିଆ |
    6 дней назад
  • ଗିରଫ ହେଲେ ଅପହରଣ କରିଥିବା ପ୍ରେମିକ || BALANGIR
    ଗିରଫ ହେଲେ ଅପହରଣ କରିଥିବା ପ୍ରେମିକ || BALANGIR
    2 дня назад
  • ଗାଁ ଲୋକଙ୍କ ପାଇଁ ଦୁଃଖ ପାଲଟିଛି ରେଳ ଫାଟକ  ॥ ଗଣଦୃଷ୍ଟି ର ଗ୍ରାଉଣ୍ଡ ଜିରୋ ରିପୋର୍ଟ  ॥
    ଗାଁ ଲୋକଙ୍କ ପାଇଁ ଦୁଃଖ ପାଲଟିଛି ରେଳ ଫାଟକ ॥ ଗଣଦୃଷ୍ଟି ର ଗ୍ରାଉଣ୍ଡ ଜିରୋ ରିପୋର୍ଟ ॥
    7 дней назад
  • ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ୧୫ଜିଲ୍ଲାରୁ ଆସିଛି ପ୍ରସ୍ତାବ || New Districts in Odisha || Suresh Pujari
    ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ୧୫ଜିଲ୍ଲାରୁ ଆସିଛି ପ୍ରସ୍ତାବ || New Districts in Odisha || Suresh Pujari
    8 дней назад
  • ଏମିତି ଗାଇଲେ ଡୋଲମଣି ଇତିଶ୍ରୀ ବର୍ଷା ପାଲିଆ ଧରି ପାରିଲେ ନାହିଁସ୍ଥାନ: ବିଲେଇବେର୍ଣାଡେନ୍ସର ମାନେ ଲାଜେଇ ଗଲେ
    ଏମିତି ଗାଇଲେ ଡୋଲମଣି ଇତିଶ୍ରୀ ବର୍ଷା ପାଲିଆ ଧରି ପାରିଲେ ନାହିଁସ୍ଥାନ: ବିଲେଇବେର୍ଣାଡେନ୍ସର ମାନେ ଲାଜେଇ ଗଲେ
    5 дней назад
  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей video2contact@gmail.com