'ବବି ଦେଇଥିଲେ 4 ଅଗଷ୍ଟକୁ ଅଲ୍ଟିମେଟମ' || Mamata Mohanta's Exclusive Interview || BJP || Odisha Reporter

Описание к видео 'ବବି ଦେଇଥିଲେ 4 ଅଗଷ୍ଟକୁ ଅଲ୍ଟିମେଟମ' || Mamata Mohanta's Exclusive Interview || BJP || Odisha Reporter

ବିଜେଡି ଓ ରାଜ୍ୟସଭା ଛାଡ଼ି ବିଜେପିରେ ମିଶିବା ପରେ ମମତା ମହାନ୍ତଙ୍କ ବଡ଼ ମନ୍ତବ୍ୟ । 'ଅଗଷ୍ଟ 4ରେ ତୁମ ହିସାବ କରାଯିବ ବୋଲି କହିଥିଲେ ବବି । ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା, ଦଳ ପଚାରୁଥିଲା । ପଞ୍ଚାୟତ ନିର୍ବାଚନ ପରେ ମୋତେ ଅଣଦେଖା ହେଉଥିବା ଅନୁଭବ କଲି । କୌଣସି ଦଳୀୟ କି ସରକାରୀ କାମରେ ମୋତେ ପଚାରୁନଥିଲେ ।' ଓଡ଼ିଶା ଫେରିବା ପରେ କାହିଁକି ବିଜେଡି ଛାଡ଼ିଲେ ଆଉ ବିଜେପିକୁ ବାଛିଲେ ସେନେଇ ସବୁକିଛି ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ମମତା । ଶୁଣନ୍ତୁ ସେ କଣ କହୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #mamatamohanta #BJP #OdishaPolitics #BJD #Odisha

Комментарии

Информация по комментариям в разработке