ଉ କାର ଊ କାର ll Odia u kara ll Odia barnobodha l Odia banana l

Описание к видео ଉ କାର ଊ କାର ll Odia u kara ll Odia barnobodha l Odia banana l

ହର୍ଷ ଉ କାର ଦୀର୍ଘ ଊ କାରll ll Odia u kara ll Odia barnobodha l Odia banana l
କାର ଊ କାରll ll Odia u kara ll Odia barnobodha l Odia banana l

This video helps all the learners to develop the spelling habits of U kara and OO kar. They will learn the difference when they will use ଉ kara instead of ଊ kar. Learners will examine, practice and get a perfect idea of spelling of ଉ ଏବଂ ଊ l
ଏହି ଭିଡ଼ିଓ ଟି ଅତ୍ୟନ୍ତ ଉପଯୋଗୀ କାରଣ ପିଲାମାନେ ଉ କାର ଓ ଊ କାର କେଉଁଥିରେ ଦେବେ ତାହାର ତଫାତ ଜାଣି ନଥାନ୍ତି ଏପରିକି ଉଚ୍ଚ ଶ୍ରେଣୀର ପିଲାମାନଙ୍କର ଏହି ଭୁଲ ରହିଥାଏ l ଏହି ଭିଡ଼ିଓ ରେକେତକ trick କୁହା ଯାଇଛି ଯାହାକୁ ଅନୁସରଣ କଲେ ସେମାନଙ୍କରା ବନାନ ଭୁଲ ହେବ ନାହିଁ l ଊ କାର କେଉଁଠି ଦିଆଯିବ ତାହାର ଅସଲି ନିୟମ ବୁଝିବା l
ଆରମ୍ଭରୁ ନିଜେ ଶିଖିବା ସହ ଅନ୍ୟକୁ ଶିଖାଇବା ପାଇଁ ଶତଶତ ଚେଷ୍ଟା ରହିଵା ଦରକାର l ଆସ କୌଶଳ ଶିଖିବା କିନ୍ତୁ ଘୋଷା ପଦ୍ଧତି ନୁହେଁ
ଆସ ବୁଝିବା ଉ Vs ଊ


#ukaramatra
#ookaramatra
#ukaramatraodia
#ukaraswarabarna
#swarabarnaodia
#ukara
#odiabornabdha
#chhabilabarnobodhadia
#madhubarnobodha
#odialanguage
#Odiamatraphalajuktakhyara
#bnsgrammar odia banana
#grammarbns odia banana
#odiavowelandconsonant
#odiaspellingukara
#odiagrammar

ଏହି ଚାନେଲଟିରେ ଆପଣ english grammar ଏବଂ geography ର ଅନେକ ଉପାଦେୟ video ପାଇ ପାରିବେ ଏହି ଚାନେଲ ଟିରେ ଥିବା topic ଯଦି ଆପଣଙ୍କର ସହାୟକ ହୁଏ ତେବେ ମୁଁ ନିଶ୍ଚିତ ଖୁସି ହେବି
ଧନ୍ୟବାଦ
   / @bnsgrammar  

Комментарии

Информация по комментариям в разработке