ଫଙ୍ଗାଲ ଇନ୍‌ଫେକ୍ସନ୍‌: କେମିତି କରିବେ ଦୂର? | Fungal Infection in Odia | Dr Nibedita Patro

Описание к видео ଫଙ୍ଗାଲ ଇନ୍‌ଫେକ୍ସନ୍‌: କେମିତି କରିବେ ଦୂର? | Fungal Infection in Odia | Dr Nibedita Patro

#FungalInfection #OdiaHealthTips

ଫଙ୍ଗାଲ ଇନ୍‌ଫେକ୍ସନ ହେଉଛି ଏକ ସାଧାରଣ ଚର୍ମ ଜନିତ ସମସ୍ୟା। ଏହାର କାରଣ ଅନେକ ଥାଇପାରେ। ହେଲେ କାହିଁକି ହୁଏ ଫଙ୍ଗାଲ୍ ଇନଫେକ୍ସନ୍‌? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଚମର୍ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ଫଙ୍ଗାଲ ଇନ୍‌ଫେକ୍ସନ୍‌ କ’ଣ? (0:00)
ଫଙ୍ଗାଲ ଇନ୍‌ଫେକ୍ସନ୍‌ ଜଣକଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ କି? (1:04)
ଫଙ୍ଗାଲ ଇନ୍‌ଫେକ୍ସନ୍‌ର କାରଣ (1:59)
ଫଙ୍ଗାଲ ଇନ୍‌ଫେକ୍ସନ୍‌ର ଲକ୍ଷଣ (3:20)
ଫଙ୍ଗାଲ ଇନ୍‌ଫେକ୍ସନ୍‌ର ଚିକିତ୍ସା (5:30)
ଫଙ୍ଗାଲ ଇନ୍‌ଫେକ୍ସନ୍‌ ହୋଇଥିଲେ ସାବଧାନତା (7:12)

Everyone is now worried about Fungal Infections. If our skin is not clean, sweating too much, heat or humidity in the environment can lead to Fungal Infections in our bodies. What is the main cause of Fungal Infection? How do you stop a Fungal Infection from spreading? Let's know more from Dr Nibedita Patro, a Dermatologist.

In this Video,

What is Fungal Infection? in Odia (0:00)
Can Fungal Infections spread from one person to another? in Odia (1:04)
Causes of Fungal Infection, in Odia (1:59)
Symptoms of Fungal Infection, in Odia (3:20)
Treatment of Fungal Infection, in Odia (5:30)
Precautions for Fungal Infection, in Odia (7:12)

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке