Baral Balunkeswar Temple | ବରାଳ ବାଲୁଙ୍କେଶ୍ୱର | Puri | All you know about Baba Balunkeswar

Описание к видео Baral Balunkeswar Temple | ବରାଳ ବାଲୁଙ୍କେଶ୍ୱର | Puri | All you know about Baba Balunkeswar

ବାବା ବରାଳ ବାଲୁଙ୍କେଶ୍ୱର ମନ୍ଦିର ଟି ପୁରୀ ଜିଲ୍ଲା ରେ ଅବସ୍ଥିତ।ପୁରୀ କଥା କିଏ ବା ନା ଜାଣେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ।ଆପଣ ମାନେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ୩୧୬ ଦେଇ ପୁରୀ ଆଡ଼କୁ ଯିବା ବାଟରେ ପଟ୍ଟନାୟକିଆ ଛକ ପାଖରୁ ବାନ ପଟକୁ ଗଲେ ମନ୍ଦିର ଟି ୫ କି.ମି ଦୂରରେ ପଡ଼ିବ । ଏହା ଭୁନେଶ୍ଵର ଠାରୁ ୪୦ କି.ମି ର ଯାତ୍ରା କଲେ ପହଞ୍ଚି ଯିବେ ।ଏହି ଭିଡିଓ ଟୀରେ ଆପଣ ମନ୍ଦିର ବିଷୟରେ କିଛି ପୁରାତନ,ଐତିହ ଏବଂ କିଛି କିମ୍ୱଦନ୍ତି ବିଷୟରେ ଜାଣିବାକୁ ପାଇବେ ଆହୁରି ମଧ୍ୟ ଏହି ମନ୍ଦିର ର କିଛି ଅଲୌକିକ କଥା ଅଛି ଏଠାରେ ରେ ବହୁତ୍ ନାରୀ ମା ମାନେ ମାନସିକ କରନ୍ତି ସେମାନଙ୍କ ବନ୍ଧ୍ୟା ଦୋଷ ଦୂର ହୁଏ ଥରେ ଭିଡିଓ ଟିକୁ ଭଲ ଭାବରେ ଦେଖନ୍ତୁ ଏବଂ ଆସନ୍ତୁ । ଭିଡିଓ ଟି ଭଲ ଲାଗିଲେ Like,Share ଆଉ Channel ଟିକୁ Subscribe କରିବାକୁ ବୁଲିବେନି।ଧନ୍ୟବାଦ୍🙏

This Temple is placed on Puri District,Puri is the place Where Shree Jagannath Temple Situated.This temple is about 40 minutes of driving on NH 316 Jagannath Sadak road from Bhubaneswar its.Road to the temple is clean and very good as you can see in videos.Tobknow all about temple what says its History please watch my videos and subscribe to my channel and like my videos

#mahadev
#baralbalunkeswar
#ବରାଳବାଲୁଙ୍କେଶ୍ଵର
#balunkeswar
#puri


You can follow and Subscribe Me in

Youtube—   / @bijaylaxmivlog  
Instagram —  / official_bijaylaxmi  
Facebook—  / bijaylaxmi.mishra.330  

Keywords:-

Baba Balunkeswar temple in puri,Shiva temple in puri, Famous Mahadev Temple in puri, Balunkeswar temple towards Puri NH, Miracle temple Of Baba Blunkeswar,Mahadev Temple in Satasankha


Thanks For Watching my Vlogs🙏🙏🙏

Комментарии

Информация по комментариям в разработке