ଅନୁଭୂତି କହିଲେ ଦ୍ଵିତୀୟ ସାଲବେଗ !| Nayagarh’s Muslim Devotee Aftab Hussain | Lord Jagannath | OR

Описание к видео ଅନୁଭୂତି କହିଲେ ଦ୍ଵିତୀୟ ସାଲବେଗ !| Nayagarh’s Muslim Devotee Aftab Hussain | Lord Jagannath | OR

ନୟାଗଡ଼ ଇଟାମାଟି ଗାଁର ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଅଫତାବ ହୁସେନ l ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ସେ l 2020 କରୋନା ମହାମାରୀ ସମୟରେ ପୁରୀରେ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ l ପିଲାଟି ବେଳୁ ହିଁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା l ପ୍ରତି ବର୍ଷ ଗାଁରେ ରଥଯାତ୍ରା କରିବା ସହ ଜଗନ୍ନାଥଙ୍କ ନୀତିକାନ୍ତି ମଧ୍ୟ କରିଥାନ୍ତି l ସ୍ନାନପୂର୍ଣ୍ଣିମା ଅବସରରେ ମଧ୍ୟ ଚତୁର୍ଥାମୂର୍ତ୍ତି ସ୍ନାନ କରିଥିଲେ l ତାଙ୍କୁ ଦ୍ୱିତୀୟ ସାଲବେଗ ବୋଲି ଲୋକେ କୁହନ୍ତି l ତାଙ୍କ ମନ ମନ୍ଦିରରେ ଜଗନ୍ନାଥ ସମ୍ପର୍କିତ ଅନୁଭୂତି ବର୍ଣ୍ଣନା କରିଛନ୍ତି l #Nayagarh #Odisha #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #jagannathpuri #MuslimDevotee #jayjagannath #purirathayatra

Комментарии

Информация по комментариям в разработке