ନିର୍ମାଣର ୬ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ଉଠା ଜଳସେଚନ ପ୍ରକଳ୍ପ। ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ରାଇତା

Описание к видео ନିର୍ମାଣର ୬ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ଉଠା ଜଳସେଚନ ପ୍ରକଳ୍ପ। ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ରାଇତା

ନିର୍ମାଣର ୬ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ଉଠା ଜଳସେଚନ ପ୍ରକଳ୍ପ। ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ରାଇତାବାହଳ ପଂଚାୟତ ଖଣ୍ଡାମ ଗ୍ରାମ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲା ଦିନରୁ ଅଚଳ। ଅଭିଯାଗ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହା କାମରେ ନଲାଗି ଅଚଳ ହେବାକୁ ବସିଲାଣି।

Комментарии

Информация по комментариям в разработке