Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ସିଶିଟିଭିରେ କଏଦ ହେଲା ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା ନୂଆଖାଇ ଦିନ ଆସିଲା ଛାତି ଥରା ଘଟଣା BREAKING NEWS

  • Samrat News Uttam
  • 2025-08-28
  • 29189
ସିଶିଟିଭିରେ କଏଦ ହେଲା ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା ନୂଆଖାଇ ଦିନ ଆସିଲା  ଛାତି ଥରା ଘଟଣା  BREAKING NEWS
nuakhai dina hatyatangia re hadidela abhijuktapetrol pump re hatya kari asami pherarhaldipali petrol pump re nirmam bhabe hatya ghatana cctv re recordsamrat news uttam
  • ok logo

Скачать ସିଶିଟିଭିରେ କଏଦ ହେଲା ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା ନୂଆଖାଇ ଦିନ ଆସିଲା ଛାତି ଥରା ଘଟଣା BREAKING NEWS бесплатно в качестве 4к (2к / 1080p)

У нас вы можете скачать бесплатно ସିଶିଟିଭିରେ କଏଦ ହେଲା ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା ନୂଆଖାଇ ଦିନ ଆସିଲା ଛାତି ଥରା ଘଟଣା BREAKING NEWS или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ସିଶିଟିଭିରେ କଏଦ ହେଲା ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା ନୂଆଖାଇ ଦିନ ଆସିଲା ଛାତି ଥରା ଘଟଣା BREAKING NEWS бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ସିଶିଟିଭିରେ କଏଦ ହେଲା ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା ନୂଆଖାଇ ଦିନ ଆସିଲା ଛାତି ଥରା ଘଟଣା BREAKING NEWS

ସିଶିଟିଭିରେ କଏଦ ହେଲା ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା
ନୂଆଖାଇ ଦିନ ଆସିଲା ଛାତି ଥରା ଘଟଣା। ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ଦୃର୍ବୁତ୍ତ
ବରଗଡ଼ ଜିଲ୍ଲା ସୋହେଲା ଥାନା ହଲଦିପାଲି ପେଟ୍ରୋଲ ପମ୍ପରେ ନିର୍ମମ ହତ୍ୟାକାଣ୍ଡ । ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଦୃର୍ବୁତ୍ତ ଫେରାର । ମୃତକ ଜଣକ ହଲଦିପାଳି ଗାଁର ବଳିଷ୍ଠ ପଧାନ । କାହିଁକି ଓ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ଜଣାପଡିନାହିଁ । ସୋହେଲା ପୋଲିସ୍ ଘଟଣା ସ୍ତଳକୁ ପହଞ୍ଚି ଅଧିକ ଛାନ୍ ଭିନ ଜାରି ରଖିଛି ।ଯୁବକଙ୍କୁ ଟାଙ୍ଗିଆ ରେ ନିର୍ମମ ଭାବେ ଆକ୍ରମଣ କରୁଥିବାର ଦୃଶ୍ୟ CCTV ରେ କଏଦ ହୋଇଛି । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।ବରଗଡ଼ ଜିଲ୍ଲା ସୋହେଲା ହଳଦୀପାଲି
ହାଇଟେକ ପେଟ୍ରୋଲ ପମ୍ପରେ ଜଘନ୍ୟ ହତ୍ୟାକାଣ୍ଡ 3 ବର୍ଷ ପୁରୁଣା ଶତ୍ରୁତା ରୁ 16 ଚୋଟ ହାଣିବା ପରେ ଲିପୁ ସାହୁର ଆକ୍ରମଣରେ ବଳିଷ୍ଠ ପଧାନ ମୃତ ବଳିଷ୍ଠ ପେଟ୍ରୋଲ ପମ୍ପ ପରିସରରେ ଏକ ପ୍ଲାଷ୍ଟିକ ଚ୍ୟାରରେ ବସି ମୋବାଇଲ ରେ ବ୍ୟସ୍ତ ଥିବାବେଳେ ପଛପଟୁ ଆସି ଗର୍ଭଣା ଗ୍ରାମର ଲିପୁ ସାହୁ ନାମକ ଜଣେ ଯୁବକ ନିର୍ମମ ଭାବରେ ଟାଙ୍ଗିଆରେ ହାଣି ଫେରାର ମାରିଥିଲା ଲଗାତାର 16 ଚୋଟ ମାରିଵା ପରେ ଫେରାର ହୋଇଯାଇଥିଲା ଲିପୁ ସାହୁ କିଛି ସମୟ ପରେ ସୋହେଲା ପୋଲିସ ଗିରଫ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ରାସ୍ତାରୋକ କରି ଆନ୍ଦୋଳନ କରୁଥିବା ବେଳେ ସୋହେଲା ପୋଲିସ ପହଁଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଥିଲା 28/08/2025

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]