ବୃତ୍ତ ।। ଡଃ ପ୍ରତିଭା ରାୟ ।। Bruta By Pratibha Ray ।।

Описание к видео ବୃତ୍ତ ।। ଡଃ ପ୍ରତିଭା ରାୟ ।। Bruta By Pratibha Ray ।।

ଗୋଟେ ପଟେ ଏକ ନାରୀର ରୂପ-ସର୍ବସ୍ୱ, ଅଶିକ୍ଷିତ- ରକ୍ଷଣଶୀଳ, ଲଜ୍ଜାବତୀ ଗୁଣ ଯୋଗୁଁ ହୋଇଛି ବିଚ୍ଛେଦ ।

ଅନ୍ୟପଟେ ଏକ ଜ୍ଞାନୀ, ଉଚ୍ଛଶିକ୍ଷିତ, ସମ୍ମାନିତ, ଆଇ. ଏ ଏସ୍. ଅଫିସର ସ୍ତ୍ରୀ ମଧ୍ୟ ବିବାହ ବିଚ୍ଛେଦ ର ସାମ୍ନା କରିଛି ।

ପୁରୁଷ ଚାହେଁ ତେବେ କଣ ?

ସ୍ତ୍ରୀ ଉଚ୍ଛଶିକ୍ଷିତ ହେଲେ ସ୍ୱାମୀର ସ୍ୱାମୀତ୍ଵରେ ବାଧା ଲାଗେ । ସ୍ତ୍ରୀ ଅଶିକ୍ଷିତ ହେଲେ ମଧ୍ୟ ବାଧା ଲାଗେ ।

ତେବେ, ଏହି ସବୁ କାରଣରେ କଣ ବିବାହ ବିଚ୍ଛେଦ କରି ଆଉ ଜଣକୁ ବିବାହ କରିନେବା ଏକ ସ୍ତ୍ରୀ ପ୍ରତି କେତେ ଦୂର ସଠିକ ?
ବିବାହ ଏକ ପ୍ରତିଯୋଗିତା ତ ନୁହଁ ! ଗୋଟିଏ ସ୍ବାମୀ ଠାରୁ ଅଲଗା ହୋଇଗଲେ ଆଉ ଗୋଟେ ପୁରୁଷ ଏକବାର ଅପରିହାର୍ଯ୍ୟ ହୋଇ ଉଠିବ !!

ଏପରି ପରିସ୍ଥିତିରେ ନିଜକୁ ସୁଦୃଢ କରି ରଖିବାକୁ ହେବ । ସମାଧାନ କରି ସଂସାର ରଥକୁ ଆଗକୁ ନେବାକୁ ହେବ ।

ଗଳ୍ପ- ବୃତ୍ତ
ଗଳ୍ପ ଗ୍ରନ୍ଥ - ଅନାବନା
ଲେଖିକା - ଡଃ ପ୍ରତିଭା ରାୟ


Please do Like,share and Subscribe to listen Beautiful Stories of Pratibha Ray .



#ବୃତ୍ତ #ପ୍ରତିଭାରାୟ #ଓଡ଼ିଆକ୍ଷୁଦ୍ରଗଳ୍ପ #ନରିସଶକ୍ତିକରଣ #Brutabypratibharay #pratibharay #pratibharaystories #Womensepworment #Husbandwifestories #divorce #IAS #Family #Love #odia #odisha #odiashortstory #santanutrioathy #Saranstories

Комментарии

Информация по комментариям в разработке