Naveen Patnaik Leads MLA Training Sessionନୂଆ ବିଧାୟକମାନଙ୍କୁ କାଣା କହଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Описание к видео Naveen Patnaik Leads MLA Training Sessionନୂଆ ବିଧାୟକମାନଙ୍କୁ କାଣା କହଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

ବିଧାନସଭାନେ ଜାଗା ବଦଲିଛେ । ହେଲେ ଦାୟିତ୍ୱ ନାଇଁ ବଦଲି । ରାଏଜବାସୀ ବିଜୁ ଜନତା ଦଲକେ ୨୪ ବରଷ ଶାସନ କରବାର ଲାଗି ସୁଯୋଗ ଦେଇଥିଲେ । ଏବେ ବିରୋଧୀ ଦଲ ହେବାର ଲାଗି ସୁଯୋଗ ଦେଇଛନ୍ । ରାଏଜର ସମ୍ମାନ ଲାଗି ଆର ରାଏଜବାସୀଙ୍କର ସ୍ୱାର୍ଥର ସୁରକ୍ଷା ଆମର ଦାୟିତ୍ୱ ବୋଲି କହିଥିଲେ ନବୀନ ପଟ୍ଟନାୟକ । ବିଜେଡ଼ି ବିଧାୟକମାନଙ୍କର ପ୍ରଶିକ୍ଷଣ ଶିବିରକେ ଉଦଘାଟନ କରବାର ଲାଗି ଶଙ୍ଖ ଭବନ ପୁହୁଞ୍ଚôଥିଲେ ବିରୋଧୀ ଦଲର ନେତା ଆର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ପହେଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଆର ଡ. ବି ଆର ଆମ୍ବେଦକରଙ୍କର ଫଟୁରେ ଶ୍ରୀ ପଟ୍ଟନାୟକ ଫୁଲମାଲ ଦେଇଥିଲେ । ଟ୍ରେନିଂ ନେଇଥିଲେ ବିଧାୟକମାନେ । ୫୧ ଜନ ବିଧାୟକଙ୍କୁ ନେଇକିନା ବିଜେଡ଼ି ଗୁଟେ ଶକ୍ତିଶାଲୀ ବିରୋଧୀ ଦଲ ଭାବେ କାମ କରୁଛେ । ହେତିର ଲାଗି ସରକାରଙ୍କୁ ଉଚିତ୍ ଜବାବ ଦେବାର ଲାଗି ଦଳୀୟ ବିଧାୟକମାନଙ୍କୁ ପାଠ ପଢେଇଥିଲେ ବିରୋଧୀ ଦଲର ନେତା ନବୀନ ପଟ୍ଟନାୟକ । ଗୁଟେ ଦକ୍ଷ ବିଧାୟକ ହେବାର ଲାଗି ଗୃହକେ ଠିକ୍ସେ ଚାଲବାର ଲାଗି କେନ୍ ପ୍ରକାରର ନୀତି ନିୟମ ଅଛେ ସେଟା ଜାନବାରଟା ବହୁତ ଜରୁରୀ ଆଏ ବୋଲି କହିଥିଲେ ନବୀନ । କିଛି ଦିନ ତଲେ ବିଧାନସଭାନେ ଗୁଟେ ତାଲିମ ଶିବିର ହେଇଥିଲା । ହେଲେ ସେ ଭିତରେ ରାଜନୈତିକତା ବାରି ହେଇ ପଡ଼ୁଥିଲା । ହେତିର ଲାଗି ସେ ପ୍ରଶିକ୍ଷଣ ଶିବିରକେ ବର୍ଜନ କରିଥିଲା ବିଜେଡ଼ି । ଗଣତନ୍ତ୍ରନେ ସରକାରଙ୍କର ଯେତକି ଦାୟିତ୍ୱ ରହିଛେ, ତା’ରନୁ ଅଏଧକା ଦାୟିତ୍ୱ ବିରୋଧୀର ରହିଛେ ବୋଲି କହିଥିଲେ ନବୀନ ।


For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com

#Odisha #Paharaa #BJD #SankhaBhawan #NaveenPatnaik #MLATraining #OdishaPolitics #PoliticalTraining #BJDMLA #Leadership #OdishaNews #PoliticalStrategy

Комментарии

Информация по комментариям в разработке