Suresh Pujari vs Dharmendra Pradhan II ମଚାନନେ ଧର୍ମେନ୍ଦ୍ର ପ୍ରଧାନ,ସୁରେଶ ପୂଜାରୀଙ୍କର କଥା କଟାକଟି

Описание к видео Suresh Pujari vs Dharmendra Pradhan II ମଚାନନେ ଧର୍ମେନ୍ଦ୍ର ପ୍ରଧାନ,ସୁରେଶ ପୂଜାରୀଙ୍କର କଥା କଟାକଟି

ମଚାନନେ ଦୁହିଁ ମନ୍ତ୍ରୀଙ୍କର କଥା କଟାକଟି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ନାଇଁ ଛାଡ଼ଲେ ସୁରେଶ । ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ । ଜବାବ ଦେଲେ ଧର୍ମେନ୍ଦ୍ର । ତା’ର ଉତାରୁ ପ୍ରତିଜବାବ ବି ରଖଲେ ସୁରେଶ । ଧର୍ମେନ୍ଦ୍ରଙ୍କୁ ନାଇଁ ଛାଡ଼ଲେ ସୁରେଶ । ଏନ୍ତା କିଛି ଦେଖବାରକେ ମିଲିଥିଲା ସମ୍ବଲପୁରନେ । ନୂଆଁଖାଇ ଉଧେ ଚାଷୀଙ୍କୁ ରାଜ୍ୟ ସରକାର ଭେଟି ଦେଇଛନ୍ ସିଏମ କିଷାନ ସହାୟତା । ସମ୍ବଲପୁରନେ ହେଇଥିବାର କାର୍ଯ୍ୟକ୍ରମନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିକିନା ଇ ଯୋଜନାର ଶୁଭାରମ୍ଭ କରିଥିଲେ । ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଲୟ ଅଡିଟୋରିୟମନେ ହେଇଥିଲା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com

#Odisha #Paharaa #SureshPujari #DharmendraPradhan #PoliticalControversy #BJPConflict #OdishaPolitics #BJPLeaders #PoliticalRift #OdishaNews #LeadershipTensions

Комментарии

Информация по комментариям в разработке