Prasesan Hit Nonstop Sambalpuri Remix 2024 New Album Video Song !! ,Akash Pattnaik (AKKI) !!!!🔥🔥

Описание к видео Prasesan Hit Nonstop Sambalpuri Remix 2024 New Album Video Song !! ,Akash Pattnaik (AKKI) !!!!🔥🔥

ପହେଲା ତ ମୋର୍ ଜେତେ ବଡ କଳାକାର ଗୁରୁ ତୁଲ୍ୟ ଦାଦା ମାନେ ଅଛନ୍ ସମକୁ ଆକାଶ ର ଦିଲ୍ ସେ ଜୁହାର୍ 🙏🙏🙏

ଇ ପ୍ରସେଶନ୍ ଗୀତ୍ Remix ବନାବାର୍ ଉଦ୍ଦେଶ୍ୟ କାହାକେ ଠେସ୍ ପହଞ୍ଚାବାର୍ ଲାଗି ନାଇଁ ସେ. ଖାଲି ପ୍ରସେଶନ୍ ରେ ଭାଇ ମାନେ ଶ୍ରୋତା ମାନେ ନାଚବାର୍ କେ ଭଲ୍ ପାଏସନ୍ ଆଉ ତାଙ୍କର୍ DEMAND ରହେଶି ସମ୍ବଲପୁରୀ ପୂର୍ନା ପୁର୍ନା ଗିତ୍ କେ ନେଇକରି MASHUP ବନାବାର୍ ଲାଗି... ସେଥିର୍ ଲାଗି ସବୁ ବରସ୍ ଗଣେଶ ପୂଜା ଆଗ୍ ରୁ ବନା ହେଶି....

ଇ ଗିତ୍ ମାନ୍କେ ଗାଇଥିବାର୍ ପ୍ରତ୍ୟେକ Original Singer,Music Directors,Arrengers, Lirycist, Producers ସମସ୍ତଙ୍କର୍ ଲାଗି ଆମର୍ ଦିଲ୍ ନେ ସବୁବେଲେ Respect ସ୍ନେହ ଆଦର୍ ସବୁବେଲେ ରହି ଆସିଛେ ଆର୍ ଆଗ୍ କେ ଭି ରହେବା 🙏

SINGER -CREDIT-ALL RESPECTED ORIGINAL PLAYBACK SINGERS

LIRYC CREDIT -ALL RESPECTED LIRYCIST

MUSIC DIRECTOR -ALL RESPECTED MUSIC DIRECTORS

COVER SINGER --AKASH PATTNAIK (AKKI)

YOUTUBE -AKKI MUSIC WORLD

MELODY GROUP -MAA TOR SAHARA MELODY

CONTACT -9692251655


ଆଶା କରୁଛେ ଯେତେ ଶ୍ରୋତା ମାନେ ଅଛନ୍,ଆଘର୍ REMIX କେ ଯେତେ ମାତ୍ରା ଥି ଭଲ୍ ପାଏବାର୍ ଦେଇ ଆସିଛନ୍... ଇ ଟା ଭି ଭଲ୍ ଲାଗଲେ ଦେବେ... ଆଉ କିଛି ତ୍ରୁଟି କି ଭୁଲ୍ ରହେଲେ ଜନାବେ


ଆପନ୍ ମାନକର୍ AKKI MUSIC WORLD TEAM 🙏

#2024 #akashmelody #akashpattnaik #akkimusicworld #facebook #instagram #maatorsaharamelody #sambalpuri #sambalpurimelody #sambalpuriremix

Disclaimer~

Copyright Disclaimer under section 107 of Copyright Act, 1976, allowance is made for "fair use" for purposes such as criticism, comments, news, reporting, teaching, scholarship and Research. Fair use is a use permitted by corporate statute that might otherwise be infringing. Non - profit education personal use tips the balance in favour of 'fair use'.

Комментарии

Информация по комментариям в разработке