କାଉ ତ କଳା , kaau ta kala , sishubatika gita

Описание к видео କାଉ ତ କଳା , kaau ta kala , sishubatika gita

କାଉ ତ କଳା, କୋଇଲି କଲା ଗୀତ ବୋଲିବା ବେଳେ ଶିଶୁ ବେଶୀ ଆନନ୍ଦ ଅନୁଭବ କରନ୍ତି l ଏହି ଗୀତ ମାଧ୍ୟମରେ ଶିଶୁ ଅନେକ କଥା ଜାଣିଥାନ୍ତି l ରଙ୍ଗ ପରିଚୟ ପାଇଥାନ୍ତି , ବିଭିନ୍ନ ପଶୁ, ପକ୍ଷୀ ସହ ପରିଚିତ ପାଇଥାନ୍ତି l ପଶୁ ପକ୍ଷୀର ରଙ୍ଗ ବିଷୟରେ ଜାଣିଥାନ୍ତି l
ଶିଶୁ ମନ୍ଦିର ସହିତ, ପରିବାରରେ ସମସ୍ତଙ୍କୁ ଏହି gita ମାଧ୍ୟମରେ
ଶିଖିଥିବା ବିଷୟ ବିନ୍ଦୁ ଉପରେ ମନ ଖୋଲି ନିର୍ଭୟରେ କହିପାରନ୍ତି l
ଅଭିନୟ କରି ବୋଲିବା ରେ ଆଗ୍ରହ ପ୍ରକାଶ କରନ୍ତି l

Комментарии

Информация по комментариям в разработке