ଦାନ୍ତ ବିନ୍ଧାରୁ କେମିତି ପାଇବେ ମୁକ୍ତି? | Dr Arpita Dash on Tooth Pain in Odia | Causes & Prevention

Описание к видео ଦାନ୍ତ ବିନ୍ଧାରୁ କେମିତି ପାଇବେ ମୁକ୍ତି? | Dr Arpita Dash on Tooth Pain in Odia | Causes & Prevention

#ToothPain #OdiaHealthTips #DoctorAdvice

ଦାନ୍ତ ମାଢ଼ି ଓ ଏହାର ଶିରାପ୍ରଶିରାରେ କିଛି ସମସ୍ୟା ହେଲେ ଦାନ୍ତରେ ବ୍ୟଥା ହୋଇଥାଏ। ସାଧାରଣତଃ ଦାନ୍ତରେ ଖାଦ୍ୟ ଜମା ହୋଇ ଦାନ୍ତରେ ବ୍ୟାକ୍ଟେରିଆ ହୋଇ ମଧ୍ୟ ଦାନ୍ତ ପୀଡ଼ା ହୋଇଥାଏ। ତେବେ ଦାନ୍ତ ବିନ୍ଧାର ଅନେକ କାରଣ ରହିଛି। ଏହାର ଚିକିତ୍ସା ଓ ନିରାକରଣ ତଥା ସୁସ୍ଥ ଦାନ୍ତ ପାଇଁ ଖାଦ୍ୟର ଭୂମିକା ବିଷୟରେ କ’ଣ କହୁଛନ୍ତି ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ, ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ଦାନ୍ତ ବିନ୍ଧା କାହିଁକି ହୁଏ? (0:00)
କେଉଁ ପରିସ୍ଥିତିରେ ଦାନ୍ତ ବିନ୍ଧା ଅଧିକ ହୁଏ? (5:41)
କେତେବେଳେ ଦରକାର ପଡ଼େ ରୁଟ୍‌ କେନାଲ? (8:24)
ଦାନ୍ତ ଓପାଡ଼ିବା ଜରୁରୀ କି? (10:32)
ଘରୋଇ ଉପଚାର କେତେ ସୁରକ୍ଷିତ? (12:30)
ସୁସ୍ଥ ଦାନ୍ତ ପାଇଁ ଡାଏଟ୍‌ (13:28)

Toothache is a common problem that a person has to face at some point of time in life. There can be many reasons for the pain in the teeth. How to keep teeth healthy and prevent toothache. Let's know more from Dr Arpita Dash, a Dental Surgeon.

In this Video,

Why do you have tooth decay? (0:00)
Causes of tooth decay (5:41)
When do you need a root canal? (8:24)
Is it necessary to brush your teeth? (10:32)
How safe are home remedies? (12:30)
Diet for healthy teeth (13:28)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке