Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть Chhi Chhi Chhi Re Nani- ଛି ଛି ଛି ରେ ନନୀ | Satya Adhikari | Viral Koraputia Song | Sidharth Music

  • Sidharth Sambalpuri
  • 2018-04-21
  • 92510635
Chhi Chhi Chhi Re Nani- ଛି ଛି ଛି ରେ ନନୀ | Satya Adhikari | Viral Koraputia Song | Sidharth Music
sidharth musicsidharth sambalpurisidharth music new odia songsidharth music new videosambalpuri album songSambalpuri popular songChhi Chhi Chhi Re Nani Sambalpuri songChhi Chhi Chhi Re Nani Koraputia SongChhi Chhi Chhi Re Nani viral SongChhi Chhi Chhi Re Nani Satya Adhikarichhi chhi chhi re nani satya adhikarichhi chhi re nani djchhi chhi chhi re nani chhichhi chhi chhi re nani satya adhikari djchhi chhi re nani desia viral songsitaram agrawal
  • ok logo

Скачать Chhi Chhi Chhi Re Nani- ଛି ଛି ଛି ରେ ନନୀ | Satya Adhikari | Viral Koraputia Song | Sidharth Music бесплатно в качестве 4к (2к / 1080p)

У нас вы можете скачать бесплатно Chhi Chhi Chhi Re Nani- ଛି ଛି ଛି ରେ ନନୀ | Satya Adhikari | Viral Koraputia Song | Sidharth Music или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку Chhi Chhi Chhi Re Nani- ଛି ଛି ଛି ରେ ନନୀ | Satya Adhikari | Viral Koraputia Song | Sidharth Music бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео Chhi Chhi Chhi Re Nani- ଛି ଛି ଛି ରେ ନନୀ | Satya Adhikari | Viral Koraputia Song | Sidharth Music

Make Your Reels Here:   / 269867407376795  

Chhi Chhi Chhi Re Nani - The First Viral Sensation of the Year 2025! 🚀🔥 Taking India by storm with its catchy beats and irresistible vibe! 🎶💃 Have you joined the trend yet? 🎤✨ #

Lyrics
---------------------------------------------------------
ଛି ଛି ଛିରେ ନନୀ ଛି
ଛି ଛି ଛିରେ ନନୀ ଛିରେ ଛିରେ ଛି |
( ଛି ର ଅର୍ଥ ତିରସ୍କାର କରିବା )

ସରତେ ଦିନର ସାନ ହେବା କାଜେ
ଫଜଲ ନେଇ ରେଲୁ |
( ବିଗତ ଦିନର ସାଙ୍ଗ ହେବା କଥା ସବୁଜାଣି ଭୁଲିଗଲୁ )

ବଞ୍ଜାରୁଣୀ ମା’ର ପାଖେ ଯାଇ
ନିୟମ କରି ରେଲୁ ||
( ବଞ୍ଜାରୁଣୀ ମା’ ପାଖରେ ଯାଇ ନିୟମ (ଶପଥ) କରିଥିଲୁ )

ଗଲାଗଲା ଯାକ ତୋର ହେବି ବୋଲି
କେତେକଥା କହି ରେଲୁ |
( ଶେଷ ଯାଏଁ ତୁ ମୋର ହେବି ବୋଲି କହିଥିଲୁ )

ମୁଁ ଗାଁ ଯାଇକିରି ଆସଲା ବେଲେ
କେନ୍ତା ପାସରି ଦେଲୁରେ ନନୀ ଛି ଛି ଛି
( ମୁଁ ବାହାରକୁ ଯାଇ ଫେରି ଆସିବା ବେଳେ କେମିତି ଭୁଲିଗଲୁ )

ଛି ଛି ଛିରେ ନନୀ ଛି
ଛି ଛି ଛିରେ ନନୀ ଛିରେ ଛିରେ ଛି |

ଧନକେ ଦେଖଲୁ ତୁଇ ନନୀ ସିନା
ମନକେ ଚିହ୍ନିଲୁ ନାଇଁ |
( ତୁ ଖାଲି ଧନକୁ ଦେଖିଲୁ , ମନକୁ ଚିହ୍ନି ପାରିଲୁ ନାହିଁ )

ସୁନାକେ ଚିନଲୁ ବାନାକେ ଚିନଲୁ
ମନୁଷ ଚିନଲୁ ନାଇଁ ||
( ସୁନାକୁ ଚିହ୍ନିଲୁ , ଯଶକୁ ଚିହ୍ନିଲୁ – ମଣିଷକୁ ଚିହ୍ନି ପାରିଲୁ ନାହିଁ )

ଧନ ନାଇଁ ବୋଲି ମୋର ପାଖେ ନନୀ
ତାର କାଛେ ଉଠିଗଲୁ |
( ମୋ ପାଖରେ ଧନ ନାହିଁ ବୋଲି ଅନ୍ୟ କାହାର ହେଇଗଲୁ )

ଧନ ଅଛେ ସିନା ମନ ନାଇଁ ତାକେ
ତୁଇ ଯାନି ନ ପାରଲୁ ||
( ଧନ ଅଛି ସିନା ମନ ନାହିଁ ତାର , ସେ କଥା ତୁ ଜାଣି ପାରିଲୁ ନାହିଁ )

ଗୋଟେ ଦିନ ମିଶା ଜଗିଦେଲୁ ନାଇଁ
କେଡେ କଥା କରିଦେଲୁ |
( ଗୋଟିଏ ଦିନ ଅପେକ୍ଷା କରି ପାରିଲୁ ନାହିଁ - ଆଉ ଏତେ ବଡ କଥା କରିଦେଲୁ )

ମୁଁ ଗାଁ ଯାଇକିରି ଆସଲା ବେଲେ
କେନ୍ତା ପାସରି ଦେଲୁରେ ନନୀ ଛି ଛି ଛି
( ମୁଁ ବାହାରକୁ ଯାଇ ଫେରି ଆସିବା ବେଳେ କେମିତି ଭୁଲିଗଲୁ )

ଛି ଛି ଛିରେ ନନୀ ଛି
ଛି ଛି ଛିରେ ନନୀ ଛିରେ ଛିରେ ଛି |

ତୋର କାଥା ଧରି ଋଣ ବାଡି ଧରି
ସବୁକଥା କରିଥିଲି |
( ତୋ କଥାରେ ଋଣକରି ମୁଁ ସବୁ କରି ସାରିଥିଲି )

ମାଳି ମୁଦି ଗୁନ ପାଁଏରି ପାଝଲ
ସବୁକିଛି ଦେଇ ଥିଲି ||
( ହାର , ମୁଦି , ପାଉଁଜି ,ନାକର ଫୁଲ ସବୁ କରି ସାରିଥିଲି )

ତତେ ଶ୍ରଦ୍ଧା ବୋଲି ରଙ୍ଗ ଫଟାଏ କାନି
ସଙ୍ଗେ ଦେଇ ରେଲିଂ ଘରେ |
ଭୋଜିଭାତ ଲାଗି ଛେଲି ମେଣ୍ଢା କିଣି
ରଖିଦେଲି ଆମର ଘରେ ||
( ଭୋଜି ଭାତ ପାଇଁ ମୁଁ ଛେଳି ମେଣ୍ଢା କିଣିଥିଲି )

ନସାଇ ଦେଲୁ ନନୀ ସବୁ ଆଶା ମୋର
କାୟ ଦୁଃଖ ତୁଇ ଦେଲୁ |
( ମୋର ସବୁ ଆଶାକୁ ଧୂଳିସାତ କରିଦେଲୁ , ଆଉ ଦୁଃଖ ଦରିଆରେ ଭସାଇ ଦେଲୁ )

ମୁଁ ଗାଁ ଯାଇକିରି ଆସଲା ବେଲେ
କେନ୍ତା ପାସରି ଦେଲୁରେ ନନୀ ଛି ଛି ଛି
( ମୁଁ ବାହାରକୁ ଯାଇ ଫେରି ଆସିବା ବେଳେ କେମିତି ଭୁଲିଗଲୁ )

ଛି ଛି ଛିରେ ନନୀ ଛି
ଛି ଛି ଛିରେ ନନୀ ଛିରେ ଛିରେ ଛି |

Technical Details
---------------------------------------------
Song : Chhi Chhi Chhi Re Nani
Album: Baliphul ( Year-1995)
Album No: SM-374
Video Artist: Bibhuti Biswal, Sailaja Patel
D.O.P: Jayant Patra
Video Director & Editor: Manabhanjan Nayak
Asst Director: Rinky Pattnayak
Singer, Lyrics & Music: Satya Adhikari
Recording & Mastering By: Sitaram Agrawalla
Banner : Sidharth Music
Producer : Sitaram Agrawal & Namita Agrawal
Music Label: Sidharth Music
FM Partner: 91.9 Sidharth FM
Channel Partner: Sidharrth TV
Promotional Partner: Sidharth Gold
---------------------------------------
♪ Full Song Available on ♪
►Spotify : https://tinyurl.com/36ehmhfb
►JioSaavn : https://tinyurl.com/3yunexzs
►Apple Music : https://tinyurl.com/yhxvc8fh
► YouTube Music : https://tinyurl.com/yrrzedkf
►Amazon Prime Music : https://tinyurl.com/yexsfatn
►iTunes : https://tinyurl.com/yhxvc8fh

------------------------------------------------------
Set Caller Tune ; Operator Codes:
Airtel Users Dial
Vodafone Users Dial
BSNL (South / East) Users sms BT To 56700
Idea Users Dial
BSNL (North / West) Users sms BT To 56700
Also available on Jio Tunes
------------------------------------------------------
Watch & Subscribe to our other YouTube Channels:
👉 Sidharth TV:    / sidharthtv  
👉 Sidharth Music:    / sidharthmusic  
👉 Sidharth Bhakti:    / sidharthbhakti  
👉 Namita Agrawal :    / namitaagrawal  
------------------------------------------------------
Enjoy & stay connected with us!
👉 Like us on Facebook:   / sidharthmusicodia  
👉 Follow us on Twitter:   / sidharth_tv  
👉 Follow us on Instagram:   / sidharthmusicofficial  
-----------------------------------------
#ChhiChhiChhiReNani #ViralSong #Trending #odiasong #sidharthmusic

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]