Odia pala gayak biswanath swain

Описание к видео Odia pala gayak biswanath swain

ଉତ୍କଳୀୟ କଳା ସଂସ୍କୃତି ରେ ପାଲା ର ସ୍ଥାନ ଏକ ସ୍ଵତନ୍ତ୍ର କର ପାଲା ମାଧ୍ୟମରେ ନୃତ୍ୟ, ଗୀତ,ବାଦ୍ୟ,ମନୋରଞ୍ଜନ,ସାହିତ୍ୟ,କାବ୍ୟ, ପୁରାଣ,ବେଦ,ତତ୍ତ୍ଵ ,ସମାଜ ଶିକ୍ଷା ଭଳି ଅନେକ ଗୁଡ଼ିଏ ର ସମଷ୍ଠି ହେଉଛି ପାଲା । ଯେଉଁ ଦିନ ଏ ପାଲା ପାରମ୍ପରା ବୁଡ଼ିଯିବ ହୁଏତ ଆଉ ସମାଜରେ ଏପରି କୌଣସି କଳା ନାହିଁ ଯାହା ସମାଜକୁ ସୂପଥ ଗାମୀ କରିବାର ପ୍ରଚେଷ୍ଟା କରିବ ।
ଆଜିର ବେସ୍ତ ବହୁଳ ସମୟ ମଧ୍ୟ ରେ ହୁଏତ କହାପାଖରେ ଆଉ ଘଣ୍ଟା ଘଣ୍ଟା ଧରି ପାଲା ଦେଖିବାକୁ ସମୟ ନାହିଁ । ତେଣୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ମାନଙ୍କ ନିକଟରେ ଅତି ସହଜରେ ପାଲାକୁ ପାଲାକୁ ଦେଖେଇବାରେ ଯେଉଁ ମିଡ଼ିଆ ବନ୍ଧୁ ମାନେ ଆପ୍ରାଣ ଚେଷ୍ଟା କରୁଛନ୍ତି ସେମାନଙ୍କୁ ବିଶେଷ ଭାବରେ ଭଲ ପାଇବା ଦେଲେ ନିଶ୍ଚୟ ଦିନେ ପାଲା ର ଲୋକ ଆଦୃତ ହବ ଏବଂ ଆମ ସଂସ୍କୃତି ଉଜ୍ଜୀବିତ ରହିବ ।
ଆଜି ଏପରି ଏକ ସମାଜ ଶିକ୍ଷା ଯାହା ଆମ ମାନଙ୍କ ପାଇଁ ନିଶ୍ଚୟ ଉପଯୋଗୀ । ଗାୟକ ଶ୍ରୀଯୁକ୍ତ ବିଶ୍ଵନାଥ ସ୍ୱାଇଁ ଓ ସାଥି କଳାକାର ଙ୍କ ଦ୍ଵାରା ପରିବେଷିତ ଏବଂ ବିଶେଷ ଭାବରେ ଆପଣ ମାନଙ୍କ ନିକଟରେ ପହଞ୍ଚେଇବାର ର ପ୍ରୟାସ କରିଛନ୍ତି Urmi entertainment ଦୟାକରି ଆମ ସଂସ୍କୃତିକୁ ବଞ୍ଚାଇ ରଖୁଥିବା କଳାକାର ଓ ମିଡ଼ିଆ ବନ୍ଧୁ ମାନଙ୍କୁ ଆପଣ ମାନକ ଭଲ ପାଇବା ନିଶ୍ଚୟ ଦିଅନ୍ତୁ ଓ ଚ୍ୟାନେଲ ଟି କୁ subscribe , like, shear , comments ଦିଅନ୍ତୁ । ଆପଣ ଙ୍କ ଭଲ ପାଇବା ହିଁ ଆଶୀର୍ବାଦ ର ମହାନ ମନବଳ ଯୋଗାଇ ପାରିବ । 👇👇👇👇👇👇👇
ସଂପୂର୍ଣ୍ଣ ପାଲା ଦେଖନ୍ତୁ
   • BALI BAMANA-ODIA PALA(ବଳି ବାମନ )||GAY...  
::::::::::::::::;;;;::::::::::::::::::::::::::::::::::::::::::::::::::::::::::::::::;;
Urmi entertainment

   • BALI BAMANA-ODIA PALA(ବଳି ବାମନ )||GAY...  

!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!

#odiaPala
#SanskrutiSanskaraAmaParichaya
#BiswanathaSwain

Комментарии

Информация по комментариям в разработке