Mango Farming: ରକମ୍ ରକମ୍ ର ଆମ୍ ଚାଷ୍ କରି ବନେ ନାଁ କମଉଛନ୍ ବିନିକା ସିନ୍ଦୁରପୁର ଗାଁର୍ ଚାପଧାରୀ ହୋତା...

Описание к видео Mango Farming: ରକମ୍ ରକମ୍ ର ଆମ୍ ଚାଷ୍ କରି ବନେ ନାଁ କମଉଛନ୍ ବିନିକା ସିନ୍ଦୁରପୁର ଗାଁର୍ ଚାପଧାରୀ ହୋତା...

ଗଛେ ଫଲିଛେ ରକମ ରକମର ଆମ୍ । ପାଚଲା ପରେ ତାକେ ତୁଲୁଛନ୍ । ଆର ବିକୁଛନ୍ । ଆମ୍ ବିକିକିନା ଆଏଜକା ସଫଲ ଚାଷୀ ହେଇ ପାରିଛନ୍ ଚାପଧାରୀ ହୋତା । ଆମ୍ କରିଛେ ତାଙ୍କୁ ଲଖପତି । ସଫଲ ଆମ୍ ଚାଷୀ ହିସାବେ ଆଖର ପାଖର ଅଞ୍ଚଲନେ ତାଙ୍କର ବନେ ନାଁ ରହିଛେ । ନିଜେ ତ ଭଲ ଲାଭ ପାଉଛନ୍ । ତା’ର ସାଙ୍ଗେ ୧୦ନୁ ୧୨ ଜନ୍ ଲୋକ ତାଙ୍କର ଆମ୍ ବଗିଚା ନେ କାମ କରିକିନା ଭଲ ଦୁଇ ପଏସା ରୋଜଗାର କରୁଛନ୍ । ସେନ୍ତା ଗୁଟେ ସଫଲ ଆମ୍ ଚାଷୀ ହେଉଛନ୍ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗାଁର ଚାପଧାରୀ ହୋତା । ତ ଇ ବାବଦେ କାଣା ରହିଛେ ପୁରା ଖବର୍ ଆର୍ କାଣା କହୁଛନ୍ ଚାପଧାରୀ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ...

For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com
#Odisha #Mango #SambalpuriNews #MangoFarming
#Odisha #Paharaa

Комментарии

Информация по комментариям в разработке