ସ୍କାନରରେ ବିଜେଡି ସରକାରଙ୍କ ପାଓ୍ବାରଫୁଲ OAS | Loka Seva Bhawan | Bhubaneswar | Odisha Reporter

Описание к видео ସ୍କାନରରେ ବିଜେଡି ସରକାରଙ୍କ ପାଓ୍ବାରଫୁଲ OAS | Loka Seva Bhawan | Bhubaneswar | Odisha Reporter

ଲୋକସେବା ଭବନରେ ଓଏଏସ୍ ରାଜ୍। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି। ବିଜେଡି ଶାସନ ସମୟରେ ଖାଲି ଅଣଓଡ଼ିଆ IAS ଅଧିକାରୀ ପାୱାରଫୁଲ୍ ନଥିଲେ କିଛି OAS ଅଫିସର ବି ଶାସକ ଦଳର ହାତବାରିସୀ ସାଜିଥିଲେ ବୋଲି ଚର୍ଚ୍ଚା ହେଉଛି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter#oas #bhubaneswar #odisha #OdishaReporter #odishaadminstration #oas #LokSevaBhawan

Комментарии

Информация по комментариям в разработке