ଇ ଦୁହି ବୁହେନ୍‌କଁର ସାଙ୍ଗେ ତାକଁର ଭାଇ ମିଶିଗଲେ ସବକୁ ନଚେଇଦେବେ

Описание к видео ଇ ଦୁହି ବୁହେନ୍‌କଁର ସାଙ୍ଗେ ତାକଁର ଭାଇ ମିଶିଗଲେ ସବକୁ ନଚେଇଦେବେ

ମାଏଲା ଜଡ ଗୀତର ତାଲେ ତାଲେ ବାଜୁଛେ ଢୋଲ୍ । ଦୁହି ତରା ଦୁହି ବୁହେନ୍ ଆରୁ ମଝାନ ଭାଏ ବସିକରି ଏନ୍ତା କମାଲ କରୁଛନ୍ ଯେ ନାଇଁ କହନ । ଭାଇର ଢୁଲର ପାରଥି ଦୁହି ବୁହେନ୍‌କଁର ଗୀତ୍ ଶୁନଲେ ଇତାର ମଜା ଜାନିପାରାବେ । ଛୁଆ ଦିନୁ ଗାନା, ବାଜନାକେ ଭଲ ପାଏବାର ସାଙ୍ଗେ ଆମର ଲୋକଗୀତ୍ ଆରୁ ଲୋକ୍‌ନାଚ୍‌କେ ସୁନ୍ଦର ଢଙ୍ଗେ ପୁହୁଁଚଉଛନ୍ ଲୁକକଁର ପାଶକେ । ଝାରୁସୁଗୁଡା ବନ୍ଧବାହାଲର ଇ ଭାଏ ବୁହେନ୍ କେନ୍ତା ଏତକି କଲାର ଅଧିକାରୀ ହେଇଛନ୍ ଜାନୁନ୍ ଇ ଭିଡିଓନେ ।

Subscriber our channel, Follow our page and and stay connected with Awesome Videos!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର

Комментарии

Информация по комментариям в разработке