Odia Ramayan Quiz | Odia Ramayan Questions | Odia General knowledge | Odia Gk |

Описание к видео Odia Ramayan Quiz | Odia Ramayan Questions | Odia General knowledge | Odia Gk |

Odia Ramayan Quiz | Odia Ramayan Questions | Odia General knowledge | Odia Gk |

My Other Ramayan Videos :-

👉Ramayan 100 Quiz in Odia Part - 1
   • Odia Ramayan Quiz | Odia Ramayan Ques...  

👉Ramayan 100 Quiz in Odia Part - 2
   • Odia Ramayan Quiz | Odia Ramayan Ques...  

👉Ramayan 100 Quiz in Odia Part - 3
   • Odia Ramayan Quiz | Odia Ramayan Ques...  

👉My YouTube Channel Link
   / @gktimegt4you  

👉My Telegram Channel Link
https://t.me/Prakahkgkpoint

( Cover Topic ) :-

ramayan gk
ramayan quiz
ramayan gk in english
Raman gk in english
ramayan gk in odia
odia ramayan quiz
odia ramayan gk
odia ramayan questions
odia gk
odia ramayan
odia general knowledge
valmiki ramayan
ramayan quiz odia
ramayan quiz english
ramayan quiz hindi
ramayan gk quiz
ramayan book
ramayan general knowledge
ramayan quiz in kanada
ramayan quiz in hindi
ramayan quiz in odia
ramayan quiz in telgu
odia ramayan questions answers
odia ramayan video
odia ramayan song
odia ramayan natak
odia ramayan
odia gk
odia gk questions
odia gk questions answers
odia gk marathon classes
odia gk by bibhuti sir
odia gk class
odia gk history
odia gk in odisha
odia gk in odia
odia intresting gk
odia intresting gk question
odia gk tricks
odia gk for kids
odia gk for children
odia gk for class 1
odia gk for 10th
odia gk for exams
odia gk grammer
odia grammer gk
odia gk aso
odia gk osssc
odia gk ja
odia gk peo
odia gk ri
odia gk amin
odia gk by laxmidhar sir
odia gk by bibhuti sir
odia gk by Chinmay panda
odia gk by odisha job info
odia double meaning gk
odia intresting gk quiz
odia double meaning quiz

#ramayanquiz
#odiaramayanquiz
#ramayanquizodia
#ramayanquizinhindi
#ramayanquizinenglish
#odiagk
#odiagkquiz
#odiagkquestions
#odiageneralknowledge
#odiasadharanagyana
#prakashgkpoint
#gkodia


(Video Chapter ) Time Stamp :-

0:00 - intro
0:13 - ୧. ମୂଳ ରାମାୟଣ କିଏ ରଚନା କରିଥିଲେ ?
0:32 - ୨. ମହର୍ଷି ବାଲ୍ମୀକି ପ୍ରଥମେ କେଉଁ ନାମରେ ପରିଚିତ
ଥିଲେ ?
0:51 - ୩. ମହର୍ଷି ବାଲ୍ମୀକି ଙ୍କ ପିତାଙ୍କ ନାମ କଣ ?
1:09 - ୪. ମହର୍ଷି ବାଲ୍ମୀକି କେଉଁ ଉପାୟ କରି କୁଟୁମ୍ବ ପ୍ରତିପୋଷଣ କରୁଥିଲେ ?
1:30 - ୫. ଦସ୍ୟୁ ରତ୍ନାକର ଙ୍କୁ କିଏ ' ମହାମନ୍ତ୍ର ରାମ ରାମ ' ଶିକ୍ଷା ଦେଇଥିଲେ ?
1:48 - ୬. ଦସ୍ୟୁ ରତ୍ନାକର ମହାମନ୍ତ୍ର କିପରି ଉଚ୍ଚାରଣ କରିଥିଲା ?
2:07 - ୭. ଦସ୍ୟୁ ରତ୍ନାକର ଙ୍କୁ ବାଲ୍ମୀକି ନାମ କିଏ ଦେଇଥିଲେ ?
2:23 - ୮. ବାଲ୍ମିକୀ କେଉଁଠାରେ ଆଶ୍ରମ ସ୍ଥାପନ କରିଥିଲେ ?
2:42 - ୯. ବାଲ୍ମିକୀ ଙ୍କର ପ୍ରଧାନ ଶିଷ୍ୟ କିଏ ଥିଲେ ?
3:01 - ୧୦. ବାଲ୍ମିକୀ କେଉଁ ଆଶ୍ରମରେ ବସି ରାମାୟଣ ରଚନା
କରିଥିଲେ ?
3:20 - ୧୧. ଅଯୋଧ୍ୟା ନଗରୀ କିଏ ସ୍ଥାପନା କରିଥିଲେ ?
3:39 - ୧୨. ଅଯୋଧ୍ୟା ନଗରୀର ପ୍ରଥମ ରାଜା କିଏ ଥିଲେ ?
3:59 - ୧୩. ଅଯୋଧ୍ୟା ନଗରୀ କେଉଁ ନଦୀ କୂଳରେ ମନୁ ସ୍ଥାପନା କରିଥିଲେ ?
4:21 - ୧୪. ମାନୋଷରବର କିଏ ସୃଷ୍ଟି କରିଥିଲେ ?
4:39 - ୧୫. ଦଶରଥ କେଉଁ ବଂଶର ରାଜାଥିଲେ ?
4:58 - ୧୬. ଅଯୋଧ୍ୟା ର ରାଜା କିଏଥିଲେ ?
5:16 - ୧୭. ଅଯୋଧ୍ୟା ର ରାଜା ଦଶରଥ ପୂର୍ବ ଜନ୍ମରେ କେଉଁ
ଋଷି ଥିଲେ ?
5:37 - ୧୮. ରାଜା ଦଶରଥ ଙ୍କ ପିତା ଓ ମାତା ଙ୍କ ନାମ କଣ ?
5:58 - ୧୯. ଅଜ ଓ ଇନ୍ଦୁମତି ପୂର୍ବ ଜନ୍ମରେ କଣ ଥିଲେ ?
6:18 - ୨୦. ଅଯୋଧ୍ୟା ରାଜା ଦଶରଥ ଙ୍କର କୂଳ ପୁରୋହିତ
କିଏଥିଲେ ?
6:39 - ୨୧. ଦଶରଥ କେତେ ବର୍ଷରେ ହୋଇଥିବାବେଳେ ତାଙ୍କ
ପିତାମାତାଙ୍କ ମୃତ୍ୟବରଣ ହୋଇଥିଲା ?
6:59 - ୨୨. ଦଶରଥ ଙ୍କ ରାଜବାଟୀର ସିଂହ ଦ୍ଵାରର ନାମ
କଣ ?
7:16 - ୨୨. କୌଶଲ୍ୟା କେଉଁ ରାଜା ଙ୍କ କନ୍ୟା ଥିଲେ ?
7:34 - ୨୩. କୌଶଲ୍ୟା ଦଶରଥଙ୍କ କେଉଁ ରାଣୀ ଥିଲେ ?
7:51 - ୨୪. ରାଜା ଦଶରଥଙ୍କ ଦ୍ୱିତୀୟ ଏବଂ ତୃତୀୟ ରାଣୀ
ଙ୍କ ନାମ କଣ ?
8:13 - ୨୫. କୈକେୟୀ କେଉଁ ରାଜାଙ୍କର କନ୍ୟା ଥିଲେ ?
8:31 - ୨୬. ସୁମିତ୍ରା କେଉଁ ରାଜାଙ୍କର କନ୍ୟା ଥିଲେ ?
8:50 - ୨୭. ସୁମିତ୍ର କେଉଁ ରାଜ୍ୟ ର ରାଜା ଥିଲେ ?
9:06 - ୨୮. ରାଜା ଦଶରଥଙ୍କ ସମୁଦାୟ କେତେ ରାଣୀଥିଲେ ?
9:25 - ୨୯. ରାଜା ଦଶରଥଙ୍କ କେତେଜଣ ମନ୍ତ୍ରୀ ଥିଲେ ?
9:43 - ୩୦. ରାଜା ଦଶରଥଙ୍କ କେଉଁ ବଂଶର ନୃପତି ଥିଲେ ?
10:03 - ୩୧. ନିସନ୍ତାନା ଦଶରଥ ' ପୁତ୍ରେଷ୍ଟି ଅଶ୍ବମେଧ ଯଜ୍ଞ ' କେତେ ବର୍ଷ କରିଥିଲେ ?
10:15 - ୩୨. ଅଯୋଧ୍ୟା ରେ କାହିଁକି ମରୁଡି ପଡ଼ିଥିଲା ?
10:34 - ୩୩. ଅସ୍ୱମେଧ ଯଜ୍ଞ କେଉଁ ବେଦମତ ଅନୁସାରେ
ଅନୁଷ୍ଠିତ ହୋଇଥିଲା ?
10:52 - ୩୪. କୌଶଲ୍ୟା ପୂର୍ବ ଜନ୍ମରେ କଣଥିଲେ ?
11:09 - ୩୫. ପୁତ୍ରେଷ୍ଟି ଯଜ୍ଞ ରେ ଦଶରଥ ପ୍ରଥମେ କେଉଁ ଋଷି ଙ୍କୁ ବରଣ କରିଥିଲେ ?
11:27 - ୩୬. ତିନିରାଣୀ ଙ୍କ ମଧ୍ୟରୁ ଦଶରଥ କେଉଁ ରଣୀଙ୍କୁ ଅଧିକ ଭଲ ପାଉଥିଲେ ?
11:45 - ୩୭. ଦଶରଥ କୈକେୟୀ ଙ୍କ ସେବା ଶୁଶ୍ରୁସାରେ ସନ୍ତୁଷ୍ଟ ହୋଇ ତାଙ୍କୁ କେତୋଟି ବର ଯାଚିଥିଲେ ?
12:05 - ୩୮. ଦାନବ ରାଜା ସମ୍ବରାସୁର କୁ କିଏ ବଦ୍ଧ କରିଥିଲେ ?
12:25 - ୩୯. ସମ୍ବରାସୁର ସହିତ ଯୁଦ୍ଧ କରୁଥିବାବେଳେ ଦଶରଥ ଙ୍କ ରଥର ସାରଥି କିଏଥିଲେ ?
12:44 - ୪୦. ବ୍ରହ୍ମାଙ୍କର ମାନସ ପୁତ୍ର କିଏ ଥିଲେ ?
13:03 - ୪୧. ମରୁତ ଋଷିଙ୍କର ମାନସ ପୁତ୍ର କିଏ ଥିଲେ ?
13:21 - ୪୨. ମରୀଚି ଋଷିଙ୍କର ମାନସ ପୁତ୍ର କିଏ ଥିଲେ ?
13:40 - ୪୩. କଶ୍ୟପ ଋଷିଙ୍କର ମାନସ ପୁତ୍ର କିଏ ?
13:59 - ୪୪. ବିଭାଣ୍ଡକ ଋଷି କେଉଁ ନଦୀ ତୀରରେ ତପସ୍ୟା
କରୁଥିଲେ ?
14:18 - ୪୫. ଅଗସ୍ତି ଋଷିଙ୍କର ଆଶ୍ରମ କେଉଁଠାରେ ଥିଲା ?
14:36 - ୪୬. କେଉଁ ଋଷି ମହସମୁଦ୍ରକୁ ଚଳୁକରି ପିଇଦେଇ ଶୁଖାଇ ଦେଇଥିଲେ ?
14:55 - ୪୭. ପାଟରାଣୀ କୌଶଲ୍ୟାଙ୍କ ଦାସିର ନାମ କଣଥିଲା ?
15:14 - ୪୮. କୈକେୟୀ ଙ୍କ ଦାସିର ନାମ କଣଥିଲା ?
15:31 - ୪୯. କୈକେୟୀ ଙ୍କ ଭାଇଙ୍କ ନାମ କଣଥିଲା ?
15:49 - ୫୦. ଦାସୀ ମନ୍ଥରା କାହିଁକି ଜନ୍ମ ହୋଇଥିଲା ?

Комментарии

Информация по комментариям в разработке