Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

  • JAY JAGANNATH TV
  • 2025-04-25
  • 25687
ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା
  • ok logo

Скачать ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା бесплатно в качестве 4к (2к / 1080p)

У нас вы можете скачать бесплатно ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

ପ୍ରେମ ଓ ଭକ୍ତି – ଏହି ଦୁଇଟି ଶବ୍ଦ ଆଧ୍ୟାତ୍ମିକ ଜଗତରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ କିଏ ଅଧିକ ଶ୍ରେଷ୍ଠ? ପ୍ରେମ କି ଭକ୍ତି? ଏହି ଭିଡିଓରେ ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା। ଆସନ୍ତୁ ଆମେ ଜାଣିବା ଯେ ପ୍ରଭୁ କାହାର ଭାବକୁ ଅଧିକ ଗ୍ରହଣ କରନ୍ତି।

Jay Jagannath TV ଚ୍ୟାନେଲକୁ ସବ୍ସକ୍ରାଇବ କରନ୍ତୁ ଓ ନିତ୍ୟ ଭାବେ ଦେବୀ ଦେବତାଙ୍କ ଗୁଣଗାନ ଶୁଣନ୍ତୁ।

"ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
DTH Channel Nos : TATAPLAY-1799, Dish TV -1397,
Airtel -615, Sun Direct-490 ,D2H -1397
Also available on all cable networks.
ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Комментарии

Информация по комментариям в разработке

Похожие видео

  • ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV
    ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV
    10 месяцев назад
  • ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ସପ୍ତମ ଦିନ - Bhagabata Saptaha - 7 Day | Prabachak - Baba Satyananda Das
    ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ସପ୍ତମ ଦିନ - Bhagabata Saptaha - 7 Day | Prabachak - Baba Satyananda Das
    4 месяца назад
  • ଅମୃତ ବାଣୀ  | ଭାଗ-1 | AMRUTA BANI | EPISODE-1
    ଅମୃତ ବାଣୀ | ଭାଗ-1 | AMRUTA BANI | EPISODE-1
    4 недели назад
  • ସମ୍ପୁର୍ଣ୍ଣ ପ୍ରବଚନ || ଭାଗବତରୁ ଖୋଜି ଖୋଜି ସାରକଥା କହିଲେ ||Bhagabatru Khoji Khoji Sara katha Kahile ||
    ସମ୍ପୁର୍ଣ୍ଣ ପ୍ରବଚନ || ଭାଗବତରୁ ଖୋଜି ଖୋଜି ସାରକଥା କହିଲେ ||Bhagabatru Khoji Khoji Sara katha Kahile ||
    2 месяца назад
  • ମହାପ୍ରଭୁ ମତେ ମାରି ଦିଅନ୍ତୁ | Jagannath Mahima | Shakti Shankar Mishra | Odisha 365
    ମହାପ୍ରଭୁ ମତେ ମାରି ଦିଅନ୍ତୁ | Jagannath Mahima | Shakti Shankar Mishra | Odisha 365
    1 год назад
  • Sudasha Brata Bahi Gita | ସୁଦଶା ବ୍ରତ ବହିଗୀତ | Namita Agrawal,Gita Dash | Sidharth Bhakti
    Sudasha Brata Bahi Gita | ସୁଦଶା ବ୍ରତ ବହିଗୀତ | Namita Agrawal,Gita Dash | Sidharth Bhakti
    19 часов назад
  • Shrimad Bhagwat Katha || Tarapur Dharmagarh|| Day 1 || Pujya Shri Chinmay Das ji Maharaj | vrindavan
    Shrimad Bhagwat Katha || Tarapur Dharmagarh|| Day 1 || Pujya Shri Chinmay Das ji Maharaj | vrindavan
    Трансляция закончилась 3 месяца назад
  • ଭାଗବତ ଫଳ କାହିଁକି ମୂଲ୍ୟବାନ ? ଏହାକୁ ସଠିକ୍ ଭାବେ କିପରି ପାନ କରିବେ ?  | Jay Jagannath TV
    ଭାଗବତ ଫଳ କାହିଁକି ମୂଲ୍ୟବାନ ? ଏହାକୁ ସଠିକ୍ ଭାବେ କିପରି ପାନ କରିବେ ? | Jay Jagannath TV
    10 месяцев назад
  • ଇସ୍କନ୍‌ର ଭିତିରି କଥା କହିଦେଲେ ! Exclusive Interview With Brahmachari Praneswar Krushna Das | N18P
    ଇସ୍କନ୍‌ର ଭିତିରି କଥା କହିଦେଲେ ! Exclusive Interview With Brahmachari Praneswar Krushna Das | N18P
    2 месяца назад
  • ଶ୍ରୀମଦ୍ ଭାଗବତ କଥାମୃତ  -  ଷଷ୍ଠ ଦିନ - Bhagabata Saptaha - 6 Day | Prabachak - Swami Mukunda  Krushna
    ଶ୍ରୀମଦ୍ ଭାଗବତ କଥାମୃତ - ଷଷ୍ଠ ଦିନ - Bhagabata Saptaha - 6 Day | Prabachak - Swami Mukunda Krushna
    1 месяц назад
  • ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି
    ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି
    1 год назад
  • ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV
    ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV
    10 месяцев назад
  • ସ୍କନ୍ଧ ପୁରାଣରେ ଶ୍ରୀଜଗନ୍ନାଥ  - ତୃତୀଯ ଦିନ - Bhagabata Saptaha - 3 Day | Prabachak - Ipsit Mishra
    ସ୍କନ୍ଧ ପୁରାଣରେ ଶ୍ରୀଜଗନ୍ନାଥ - ତୃତୀଯ ଦିନ - Bhagabata Saptaha - 3 Day | Prabachak - Ipsit Mishra
    1 месяц назад
  • ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ?  (ଭାଗ -୧)
    ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ? (ଭାଗ -୧)
    1 месяц назад
  • ଭାଗବତ କଥା | ଭାଗ-୫ | BHAGABAT KATHA | PART-5
    ଭାଗବତ କଥା | ଭାଗ-୫ | BHAGABAT KATHA | PART-5
    5 месяцев назад
  • ପତକାଲାଗି ଦର୍ଶନ କଲେ ବୈରାଗ୍ୟ ଭାବ ଆସେ (26-Feb)PATAKALAGI | JAY JAGANNATH TV
    ପତକାଲାଗି ଦର୍ଶନ କଲେ ବୈରାଗ୍ୟ ଭାବ ଆସେ (26-Feb)PATAKALAGI | JAY JAGANNATH TV
    6 часов назад
  • ମା’ ମହାଲକ୍ଷ୍ମୀଙ୍କ ସୁଦଶା ବ୍ରତ ମାହାତ୍ମ୍ୟ | Sudasha Brata Katha | Laxmi Puja | Namita Agrawal
    ମା’ ମହାଲକ୍ଷ୍ମୀଙ୍କ ସୁଦଶା ବ୍ରତ ମାହାତ୍ମ୍ୟ | Sudasha Brata Katha | Laxmi Puja | Namita Agrawal
    19 часов назад
  • ଜଣେ ବୃନ୍ଦାବନ ଭକ୍ତର କାହାଣୀ || ସତ୍ୟାନନ୍ଦ ଦାସ || WC BHAKTI
    ଜଣେ ବୃନ୍ଦାବନ ଭକ୍ତର କାହାଣୀ || ସତ୍ୟାନନ୍ଦ ଦାସ || WC BHAKTI
    3 года назад
  • ନାରୀ କାହିଁକି ଦେବ ସତୀତ୍ଵର ପରୀକ୍ଷା ?... | EP-104 | Podcast With Satyananda Saraswati
    ନାରୀ କାହିଁକି ଦେବ ସତୀତ୍ଵର ପରୀକ୍ଷା ?... | EP-104 | Podcast With Satyananda Saraswati
    8 месяцев назад
  • ଭାଗବତ ସପ୍ତାହ - Bhagabata Saptaha | ଦ୍ୱିତୀୟ ଦିନ - Mahanta Chinmaya Das Ji Maharaj | Odia Bhagabata
    ଭାଗବତ ସପ୍ତାହ - Bhagabata Saptaha | ଦ୍ୱିତୀୟ ଦିନ - Mahanta Chinmaya Das Ji Maharaj | Odia Bhagabata
    9 месяцев назад
  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей video2contact@gmail.com