Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି V | ଆନ୍ ସାଙ୍ଗ୍ ହୋଙ୍ଗ୍

  • World Mission Society Church of God / Global
  • 2022-12-22
  • 390
ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି V | ଆନ୍ ସାଙ୍ଗ୍ ହୋଙ୍ଗ୍
ଚର୍ଚ୍ଚ ଅଫ୍ ଗଡ୍ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ଆନ୍ ସାଙ୍ଗ୍ ହୋଙ୍ଗ୍ମାତା ପରମେଶ୍ୱରସ୍ୱର୍ଗୀୟ ମାତାକିମ୍ ଜୁ ଚିଅଲ୍ନିସ୍ତାର ପର୍ବବିଶ୍ରାମ ଦିନନୂତନ ନାମଦ୍ୱିତୀୟ ଥର ଆଗମନ କରିବାଦ୍ୱିତୀୟ ଥର ଆସିଥିବା ଯୀଶୁପ୍ରଧାନ ପାଦ୍ରୀ କିମ୍ ଜୁ ଚିଅଲଙ୍କ ଭିଡିଓ ଉପଦେଶ
  • ok logo

Скачать ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି V | ଆନ୍ ସାଙ୍ଗ୍ ହୋଙ୍ଗ୍ бесплатно в качестве 4к (2к / 1080p)

У нас вы можете скачать бесплатно ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି V | ଆନ୍ ସାଙ୍ଗ୍ ହୋଙ୍ଗ୍ или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି V | ଆନ୍ ସାଙ୍ଗ୍ ହୋଙ୍ଗ୍ бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର ଅଟନ୍ତି V | ଆନ୍ ସାଙ୍ଗ୍ ହୋଙ୍ଗ୍

ଏହା ବୁଝାଇବା ପାଇଁ କି ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ କାହିଁକି ପରମେଶ୍ୱର, ଆମ୍ଭେ ବାଇବଲର ୬୬ ପୁସ୍ତକକୁ ଅଧ୍ୟୟନ କରିବା ଉଚିତ୍
ଏହି ପୃଥିବୀରେ ଶରୀର ଧାରଣ କରି ଆସିଥିବା ପରମେଶ୍ୱରଙ୍କୁ ଚିହ୍ନିବାର ବୁଦ୍ଧି, ବାଇବଲରେ ଅଛି ।
ତେଣୁ, ଯେଉଁମାନେ ପଚାରନ୍ତି, “ପିତା ଆନ୍ ସାଙ୍ଗ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର କାହିଁକି?” ଆମ୍ଭେ ପରମେଶ୍ୱରଙ୍କ ପରିଚୟ ପତ୍ର, ବାଇବଲ ଦେଖାଇବା ଉଚିତ୍ ।

ପରମେଶ୍ୱର ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଅନନ୍ତ ଜୀବନ ଦେଇ ପାରିବ ନାହିଁ ।
ଯୀଶୁ ନିସ୍ତାରପର୍ବ ଦିନ ରୋଟୀ ଭୋଜନ ଏବଂ ଦ୍ରାକ୍ଷାରସ ପାନ କରୁଥିବା ବ୍ୟକ୍ତିକୁ ଅନନ୍ତ ଜୀବନ ପ୍ରଦାନ କଲେ ।
କିନ୍ତୁ, ୩୨୫ ରେ ନିକିଆ ପରିଷଦରେ ନିସ୍ତାରପର୍ବ ନଷ୍ଟ ହେବା ପରେ ପ୍ରାୟ ୧,୬୦୦ ବର୍ଷ ପର୍ଯ୍ୟନ୍ତ କେହି ମଧ୍ୟ ଏହାକୁ ପାଲନ କଲେ ନାହିଁ ।
ପବିତ୍ର ଆତ୍ମାଙ୍କ ଯୁଗରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଚର୍ଚ୍ଚ ଅଫ୍ ଗଡ୍ ରେ ନିସ୍ତାରପର୍ବ ମାଧ୍ୟମରେ ଅନନ୍ତ ଜୀବନ ଦେଇଛନ୍ତି ।
ଏହିପରି, ସେ ପରମେଶ୍ୱର ଅଟନ୍ତି ଯିଏ ସୁନିର୍ମଳିକୃତ ପୁରାତନ ଦ୍ରାକ୍ଷାରସ ଦ୍ୱାରା ମୃତ୍ୟୁକୁ ବିନଷ୍ଟ କଲେ ।

ଯୋହନ ୫:୩୯
ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋ’ ବିଷୟରେ ସାକ୍ଷ୍ୟ ଦେଉଅଛି ।


ଏହି ଭିଡିଓ ର ପ୍ରକାଶନକାର ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ପାଖରେ ଅଛି । ଆଇନଗତ ଅଧିକାର ନଥିବା ନକଲ ଓ ବିତରଣ ନିଷିଦ୍ଧ ଅଟେ ।

〖World Mission Society Church of God〗https://watv.org
〖WATV Media Cast〗 https://watvmedia.org/or
〖Church of God Introduction〗https://introwmscog.com

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]