TULASI DAYANA | ODIA NEW BHAJAN SONG 2021 | SHASANK SEKHAR | ODIAONE DEVOTIONAL

Описание к видео TULASI DAYANA | ODIA NEW BHAJAN SONG 2021 | SHASANK SEKHAR | ODIAONE DEVOTIONAL

ODIA NEW SONG 2021
ODIA BHAJAN
TULASI DAYANA
Singer -Sashank shekhar
Music -Brand Sachin
Lyrics -Mohit Chokroborty
Mix Master -Redchilli Studio
Dubbing at -Om pratyush Studio
Key board -Pinku
Rhythm -Subhashish kumaar
Producer - Samaresh Routray

ତୁଳସୀ ଦୟଣା
ମହମହ ବାସରେ
ଯାଇଥିଲି ଯେଉଁ ଗାଁ କୁ
ସେ ଗାଁ ର ନାଁ
ନୀଳାଚଳ ଧାମ
ଦେଖିଲି କାଳିଆ ଦିଅଁଙ୍କୁ
ସେଠି ବାନ୍ଧିଲି
ଜୀବନ ନାଆକୁ। ୦

ଆହା କି ସୁନ୍ଦର
ମୂରତୀ ତାରଲୋ
ଦେଖି ଆଖି ଗଲା ଲାଖି

ସାତ ଜନମର
ଦୁଃଖ ସରିଗଲା
ରହିଲାନି କିଛି ବାକି

ବାନ୍ଧି ହେଲି ତା'ର
ଭକତି ପ୍ରେମରେ
ଭାବରେ ବୁଡିଲି ଛାଆଁକୁ ।୧

ସଂସାର ସାଗରେ
ନାଆ ମୁଁ ବାହୁଛି
ତା'ର ନାମ ତୁଣ୍ଡେ ଗାଇ

ଏତିକି ଗୁହାରି
ତା'ର ନାମ ଗାଇ
ଏ ଜିବନ ଯାଉ ସରି

ଧରମ କରମ
ସବୁ ସେହି ଏକା

ଜାଣେନା ଆଉ
ମୁଁ କାହାକୁ ।୨

Click to Subscribe - http://bit.ly/odiadevotional

Music On - Odiaone
Online Partner - http://www.odiaone.com
Like us on -   / odiaoneentertainment  
Follow us on -   / odiaoneofficial  
For more updates on Odia films stay connected with - http://www.odiaone.com
To see more Odia videos visit -    / odiaoneentertainment  
To watch videos on daily motion: http://www.dailymotion.com/odiaoneent...

Комментарии

Информация по комментариям в разработке