E Janame Maago Samalei|| Sambalpuri Bhajan || Umakanta Das || Shaswat Tripathy ||

Описание к видео E Janame Maago Samalei|| Sambalpuri Bhajan || Umakanta Das || Shaswat Tripathy ||

♫ CREDITS ♫


♫ Song Name - E Janame Maago


♫ Singer - Umakanta Das


♫ Lyrics & Music - Shaswat Tripathy


♫ Arrangement - Jayashree Dhal


♫ Studio - Survibration


♫ Banner - Survibration


♫ Recording & Mixing - Survibration (BBSR)
for recording new song call 7008940396


ଇ ଜନମେଁ ମାଁଗୋ
ଆଁଖି ମୋର୍ ନେଲୁ ଛଡେଇ ...(୨)
ଜନମ୍ ଦେଲୁ ଗୁଟେ ମାଁର୍ କୁଲେ
ମତେ ଗୋ ଛତର୍ ଉଢେଇ...(୨)
ମାଁଗୋ ସମ୍ୱଲ୍ ବାସୀନି
ଅଛୁ ସମଲପୁର
ଖଁଡା ଖର୍ପର ଧରି ବୁଲୁ
ଅଠିପହର...(୨)
ତତେ ଛାଡି ଇ ସଁସାରେ
କିହେ ଗୋ ନାଇଁ..(୨)
ରଖିଥା ମାଁଗୋ ତୁଇ ସ ମ୍ଭ୍ ଲେ ଇ
ମାଁ ଗୋ ମୋର୍ ସମଲେଇ ...(୨)
ଭବନୀପାଟନା ରେ ମାଣିକେଶ୍ୱରୀ
ସୋନପୁରେ ସୁରେସ୍ୱରୀ
ପାଟଣାଗଡେ ପାଟନେଶ୍ୱରୀ
ଜୁନାଗଡେ ଲଂକେସ୍ୱରୀ ..(୨)
ମାଁଗୋ ଗୁଟେ ନ ଶକ୍ତି
ତୋର୍ ଅନେକ ରୂପ
ମାଁଗୋ ପାପୀକେ ନାଶି
ତୁଇ ମେଟାସୁ ପାପ (୨)
ଇ ସଁସାର ରଥକେ ତୁଇ ନେ ଗଡେଇ.(୨)
ରଖିଥା ମାଁଗୋ ତୁଇ ସ ମ୍ଭ୍ ଲେ ଇ
ମାଁଗୋ ମୋର୍ ସମଲେଇ ..(୨)
ଅପୁତ୍ରିକେ ପୁତ୍ର ଦେସୁପରେ ମାଁଗୋ
ଅନ୍ଧ କେ ଦେସୁ ଗୋ ଆଁଖି
କେଭେ ମତେ ନେଇ ଦୁନିଆଁ ଦେଖାବୁ
ସେ ଦିନ ହିଁ ହେମିଁ ସୁଖି(୨)
ମହାନ ଏ ଦ୍ ଖଁଡି ଗୋ
ଅଛେ ତୋର୍ ଦେଉଲ
ସାରା ଦୁନିଆଁ ମାଁତୋର୍
ଅଛେ ଛ ଏ ରା ତଲ..(୨)
କେଭେ ହେବା ମାଁତୋର୍ ଦୟା
ଟାକିଛେଁ ମୁଇଁ (୨)
ରଖିଥା ମାଁଗୋ ତୁଇ ସ ମ୍ଭ୍ ଲେଇ
ମାଁଗୋ ମୋର୍ ସମଲେଇ ..(୨)





Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love


#Ejanamemaago
#UmakantaDas
#JayashreeDhal
#ShaswatTripathy
#Survibration
#NewSambalpuriBhajan
#MaagoSamlei




Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I










!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.






***********





✽ Subscribe our Official YouTube Channel -




https://www.youtube.com/channel/UCT_S....




✽ Like us on Facebook -




h​  / drjayashreed.  .




  / sur-vibratio​​​.  .




LIKE ◆ COMMENT ◆ SHARE ◆ SUBSCRIBE

Комментарии

Информация по комментариям в разработке