Innovative Music Collective is a dynamic independent label and production house dedicated to nurturing emerging artists, crafting genre-blending soundtracks, and delivering immersive live experiences that resonate globally. From underground beats to chart-topping hits, we empower creativity and amplify voices in the ever-evolving music landscape.
https://www.instagram.com/rajkumar.mu...
ହାଏ ତୋର ଚୋରା ଚାହାଣୀ, ଜାଣିନି କି କଲା ଗୁଣି, ଝିଅ ନା ସେ ଚାନ୍ଦ ଚକରୀ
ସକାଳୁ ତା ବାଟ ଚାହିଁ, ବସି ରହେ ମୁଁ ଯେ କାହିଁ, ଦେଖିଲେ ଲାଜେ ଯାଏ ମରି
ଏ କି ନିଆରା ଶିହରଣ, ଖୋଜି ବୁଲେ ମୁଁ ତା କାରଣ
ଏଇ ଦୁଷ୍ଟ ଆଖି କାହିଁ, ତାକୁ ଖାଲି ଖୋଜେ ରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ..
ଏଇ ହୃଦୟ ମୋ ଥିଲା, ସାଧା କାଗଜ, ପ୍ରେମ ରଙ୍ଗ ବୋଳିଦେଲା, ତା କୁଆଁରୀ ଲାଜ
ତୋ ପାଇଁ କାଇଁ ହୁଏ ରେ, ଏତେ ସଜବାଜ, ଦେଇଦେ ଲୋ ପ୍ରିୟା ମୋତେ, ତୋ ପ୍ରୀତି କରଜ
ଏଇ ହୃଦୟ ମୋ ଥିଲା, ସାଧା କାଗଜ, ପ୍ରେମ ରଙ୍ଗ ବୋଳିଦେଲା, ତା କୁଆଁରୀ ଲାଜ
ତୋ ପାଇଁ କାଇଁ ହୁଏ ରେ, ଏତେ ସଜବାଜ, ଦେଇଦେ ଲୋ ପ୍ରିୟା ମୋତେ, ତୋ ପ୍ରୀତି କରଜ
ଏ କି ଅପୂର୍ବ ଅନୁଭୂତି, ଝୁରି ମରେ ତୋ ପାଇଁ ନିତି,ଅଜାଣତେ ପାଦ ମୋ କାଇଁ ତୋ ଗଳି ବାଟେ ଯାଏ ରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ..
କୋଉ କବିର କବିତା ନା କୋଉ ବହି, ଯେତେଯେତେ ପଡେ ତାକୁ ନୂଆନୂଆ ଲାଗୁଥାଇ
ଅସଜଡ଼ା ଜୀବନକୁ ଦେଲୁ ତୁ ସଜେଇ, ପ୍ରେମ ବରଷାରେ ମୋତେ ଦେ ଟିକେ ଭିଜେଇ
କୋଉ କବିର କବିତା ନା କୋଉ ବହି, ଯେତେଯେତେ ପଡେ ତାକୁ ନୂଆନୂଆ ଲାଗୁଥାଇ
ଅସଜଡ଼ା ଜୀବନକୁ ଦେଲୁ ତୁ ସଜେଇ, ପ୍ରେମ ବରଷାରେ ମୋତେ ଦେ ଟିକେ ଭିଜେଇ
ତୁ ମୋ ଗୀତ, ମୋ ସଂଗୀତ, ତୁ ମୋ ମନର ମିତ, ସବୁକିଛି ଭୁଲିଯାଏ , ଯେବେ ତୋତେ ପାଏ ରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ
ଧିମା ଧିମା ହୃଦୟର ସ୍ପନ୍ଦନ କହେ ରେ, ଏ ମନ ଖାଲି ତୋ ସାହାରା ଚାହେଁ ରେ..
#JDMusic, #JDBeats, #JDTracks, #JDPopVibes, #JDHipHop, #JDRockRevolution, #JDMusicFamily, #JDCollaborations, #JDFanZone, #JDNewRelease, #JDMusicDrop, #JDTrendingNow, #weddingdjs, #top100djs, #djscrew, #djmix, #djremix, #djset, #djmixes, #deephouse, #techno, #housemusic, #supersong, #bestsong, #bestodiyamucis, #odiyasong, #bestsongever, #wedding, #bride, #weddingday, #engaged, #weddinginspiration, #weddingphotography, #bridetobe, #weddingideas, #love, #instawedding, #song, #music, #newmusic, #hiphop, #pop, #dj
#newyearseve, #newyears, #happynewyears, #newyearsresolution, #newyearsparty, #newyearscelebration, #newyearsresolutions, #happynewyearseve, #newyears, #newyearsameme, #newyears,#newyears, #newyearsale, #newyearsoutfit, #newyears, #newyears, #newyears, #newyearseveparty, #newyearsgoals, #newyearsnails, #newyearsbaby, #newyears, #newyearskiss, #newyearseve, #newyearseve,#newyearsevr, #happynewyears, #newyears, #newyearseve, #newyearseve
Информация по комментариям в разработке