‘ନବୀନ ବାବୁ ଏବେ ବନ୍ଦୀ, ବ୍ୟକ୍ତିଗତ ଭାବେ ମୋତେ ବାଧୁଛି’ | CM Naveen Patnaik |Election 2024|Odisha Reporter

Описание к видео ‘ନବୀନ ବାବୁ ଏବେ ବନ୍ଦୀ, ବ୍ୟକ୍ତିଗତ ଭାବେ ମୋତେ ବାଧୁଛି’ | CM Naveen Patnaik |Election 2024|Odisha Reporter

ଓଡ଼ିଶାରେ ସରକାର ଆଉଟସୋର୍ସ ହୋଇଯାଇଛି। ସାରା ଓଡ଼ିଶାରେ ଏହି ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ଏହି କଥା ଉଠାଇଛନ୍ତି। ଯାହାକୁ ଭୋଟ ଦେଇଥିଲେ ଓଡିଶାବାସୀ, ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ସବୁବେଳେ ତାଙ୍କ ପାଖରେ ଜଣେ ହିଁ ଲୋକ ନଜରକୁ ଆସୁଛନ୍ତି। କାହିଁକି ତାଙ୍କ ଦଳର ଅନ୍ୟ ନେତା ମାନେ ଓଡ଼ିଆ ନେତାମାନେ ନବୀନଙ୍କ ପାଖରେ ଦେଖିବାକୁ ମିଳୁନାହାନ୍ତି। 2018 ପୂର୍ବରୁ ଆଉ ଆଜି ଭିତରେ ବହୁତ ଫରକ ଅଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Odisha #Bhubaneswar #BJP #BaijayantJayPanda #NaveenPatnaik #BJD #BijuPatnaik

Комментарии

Информация по комментариям в разработке