'ଉପନିର୍ବାଚନ ହେଲେ ବିଜେପି ଜିତିବ'| Exclusive Interview With Goutam Roy | Odisha Reporter

Описание к видео 'ଉପନିର୍ବାଚନ ହେଲେ ବିଜେପି ଜିତିବ'| Exclusive Interview With Goutam Roy | Odisha Reporter

#ଉପନିର୍ବାଚନ_ହେଲେ_ବିଜେପି_ଜିତିବ'| Exclusive Interview With Goutam Roy | Odisha Reporter
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯାଜପୁରର ଦୁର୍ନୀତି କଥା ଉଠାଇବା ପରେ ରାଜନୀତି ସରଗରମ ହୋଇଛି। ତା ସହିତ ବିଜେଡିର ପୂର୍ବତନ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପନିର୍ବାଚନ ରାସ୍ତାରେ ବିଧାନସଭାକୁ ଆସିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ଯାଜପୁର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେଇପାରନ୍ତି ବୋଲି ବି କୁହାଯାଉଛି। ତେବେ ଏ ସମସ୍ତ ଚର୍ଚ୍ଚା ଆଲୋଚନା ଉପରେ ବିସ୍ତୃତ ଭାବେ ମତ ରଖିଛନ୍ତି ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Odisha #Bjp #GautamRoy #ExclusiveInterview #MohanMajhi #ByElection #BJD #BJP #OdishaPolitics #jajpur

Комментарии

Информация по комментариям в разработке