Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ଆପଣ କିପରି ସ୍ବସ୍ଥ ରହିବେ ?how to be healthy

  • ଇଷ୍ଟ ବାର୍ତ୍ତା /ESTO BARTA
  • 2025-04-09
  • 129
ଆପଣ କିପରି ସ୍ବସ୍ଥ ରହିବେ ?how to be healthy
satsangsatsang deogharsrisrithakur anukulchandraesto prasangeestobartaesto prasangaIstoprasangaistoprasangeista chalanইষ্টপ্রসঙ্গইষ্টকথাইষ্টচেতনা#alochona​Sree sree Anukul ChandraSree sree Anukul thakurPurjya pad sree sree acharjya debBabai da speechParam pujyapad srisri barodaIsto alochonasatya mithyasatya mithya kiamar satya mithyasatya mithya mayajaallovelovestorylovestatusduet
  • ok logo

Скачать ଆପଣ କିପରି ସ୍ବସ୍ଥ ରହିବେ ?how to be healthy бесплатно в качестве 4к (2к / 1080p)

У нас вы можете скачать бесплатно ଆପଣ କିପରି ସ୍ବସ୍ଥ ରହିବେ ?how to be healthy или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ଆପଣ କିପରି ସ୍ବସ୍ଥ ରହିବେ ?how to be healthy бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ଆପଣ କିପରି ସ୍ବସ୍ଥ ରହିବେ ?how to be healthy

କିପରି ଆମେ ଆମ ଶରୀର ସ୍ବସ୍ଥ ଓ ଶରୀରକୁ ରୋଗ ମୁକ୍ତ କରି କର୍ମ ମୁଖର ଜୀବନର ଅଧିକାରୀ ହୋଇ ପାରିବା । ଏହି ଭିଡିଓରେ ସବିସ୍ତାର ଆଲୋଚନା କରାଯାଇଅଛି ।
World Health Organisation ସ୍ବାସ୍ଥ୍ୟ ବିଷୟରେ କ'ଣ କହୁଛନ୍ତି ଓ ଶ୍ରୀ ଶ୍ରୀ ଠାକୁର କ'ଣ କହୁଛନ୍ତି ଜାଣିବା ପାଇ ସମ୍ପୂର୍ଣ୍ଣ video ଟି ଦେଖନ୍ତୁ ।
ସତ୍ତା ସଚ୍ଚିଦାନନ୍ଦମୟ, ଆମ୍ଭମାନଙ୍କ ମଧ୍ୟରେ ସତ୍ତା ବିରାଜମାନ,ଆମେ ଯେତେବେଳେ ସତ୍ତାର ବିପରୀତ ଚଳନ ଚରିତ୍ର, କର୍ମ ଓ ଚିନ୍ତନ, କଥା ଦ୍ୱାରା ପ୍ରଭାବିତ ହୋଇ ତତ୍ ଅନୁସାରେ ପରିଚାଳିତ ହେଉ ସେତେବେଳେ ଆମ ଜୀବନରେ ଧିରେ ଧିରେ ବିଭିନ୍ନ ପ୍ରକାର ଅଶାନ୍ତି, ତାପ, ଜ୍ୱାଳା ଯନ୍ତ୍ରଣା, ଜ଼ଞ୍ଜାଳ, ବିପଦ, ଆପଦ, ରୋଗ ଶୋକ, ବୃତ୍ତି ପ୍ରବୃତ୍ତିର ତାଡ଼ନାରେ ପଡ଼ି ବିଭିନ୍ନ ପ୍ରକାର ଦୁଷ୍କର୍ମରେ ଲିପ୍ତ ହୋଇ ଜର୍ଜରିତ ହୋଇପଡ଼େ । ଶେଷରେ ଆମକୁ କୌଣସି ବାଟ ଦିଶୁ ନ ଥାଏ ।

ସେତେବେଳେ ସତ୍ତା ସଚ୍ଚିଦାନନ୍ଦମୟ ସ୍ୱରୂପ ପରମେଶ୍ୱର, ପରମପିତା ଆମକୁ ବାଟ ଦେଖାନ୍ତି ଯଦି ଆମେ ତାଙ୍କର ଶରଣାପନ୍ନ ହେଉ, ଯଦି ଆମେ ସତ୍ ସଙ୍ଗର ଆଶ୍ରୟ ଗ୍ରହଣ କରି, ପୂର୍ଣ୍ଣ ବିଶ୍ୱାସର ସହିି ତାଙ୍କରି ଆଦେଶ ନିଦେଶ ପାଳନ କରୁ ତେବେ ଆମେ ଏଇ ସବୁ ମାୟାଜାଳରୁ ରକ୍ଷା ପାଇପାରୁ ତେଣୁ ଏହି Channel ଟିର ଶୁଭାରମ୍ଭ କରିଅଛି ।

ଏଠାରେ ଆପଣମାନେ ନିୟମିତ ଧାରାବାହିକରେ ଇଷ୍ଟ ଆଲୋଚନା ମାଧ୍ୟମରେ ସର୍ବ ସମସ୍ୟାର ସମାଧାନ କରି ଜୀବନର ମୂଳ ଉଦ୍ଦେଶ୍ୟରେ ସଫଳତା ଲାଭ କରନ୍ତୁ ଏବଂ ଏହାହି ପରମପିତାଙ୍କଠାରେ ମୋର ଅନ୍ତରର ଏକାନ୍ତ ପ୍ରାର୍ଥନା ।


ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭାବାଦର୍ଶକୁ ପାଥେୟ କରି ପାଠ, ଆଲୋଚନା, ସଙ୍ଗୀତବାଦ୍ୟ ତଥା ସାମାଜିକ, ବ୍ୟଷ୍ଟି ସମଷ୍ଟି, ସଂସାର ଆଦି ସମ୍ୱନ୍ଧୀୟ ସବୁ ତଥ୍ୟ ଉପରେ ଆଲୋକପାତ କରାଯିବ ।
ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର
satsang
satsang deoghar
srisrithakur anukulchandra
isto prasange
esto prasange
esto prasanga
isto prasanga
ইষ্টপ্রসঙ্গ
ইষ্টপ্রসঙ্গে
ইষ্টচেতনা
ପ୍ରସଙ୍ଗ ସତ୍ୟାନୁସରଣ ପାଠ-3
satyanusaran
ସତ୍ତା ସଚ୍ଚିଦାନନ୍ଦମୟ
ଆମ୍ଭମାନଙ୍କ ମଧ୍ୟରେ ସତ୍ତା ବିରାଜମାନ
କର୍ମ ଓ ଚିନ୍ତନ
ତାପ
ଜ୍ୱାଳା ଯନ୍ତ୍ରଣା
ଜ଼ଞ୍ଜାଳ
ବିପଦ
ବୃତ୍ତି ପ୍ରବୃତ୍ତିର ତାଡ଼ନାରେ ପଡ଼ି ବିଭିନ୍ନ ପ୍ରକାର ଦୁଷ୍କର୍ମରେ ଲିପ୍ତ
ସତ୍ତା ସଚ୍ଚିଦାନନ୍ଦମୟ ସ୍ୱରୂପ ପରମେଶ୍ୱର
ଯଦି ଆମେ ସତ୍ ସଙ୍ଗର ଆଶ୍ରୟ ଗ୍ରହଣ କରି
ଆଲୋଚନା
ବ୍ୟଷ୍ଟି ସମଷ୍ଟି


yours queries:
ପ୍ରକୃୃତରେ ସ୍ୱାସ୍ଥ୍ୟ ଓ ସୁସ୍ଥତା କ'ଣ ?
ହିନ୍ଦୁ ଧର୍ମ ସଂଖ୍ଯା ଲଘୁ ହୋଇଯିବ କାହିଁକି ? -
ହେଁ ପ୍ରଭୁ ଭକ୍ତ .......
ମୋର କାମ କ୍ରୋଧ.......
अनिद्रा या निन्द न होना । इससे छुटकारा कैसे पाये ? You should know

କାମିନୀ କାଞ୍ଚନ ପାଖରୁ ତଫାତ୍ ତଫାତ । -

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]