ମନ ଜାଣି ମହାପ୍ରଭୁ ରଖିଥିଲେ କଳା କୁଡୁଆ|| Bhaktara Jagannatha|| Anubhuti||

Описание к видео ମନ ଜାଣି ମହାପ୍ରଭୁ ରଖିଥିଲେ କଳା କୁଡୁଆ|| Bhaktara Jagannatha|| Anubhuti||

#କଳାକୁଡୁଆକୁ_ନେବା_ପାଇଁ_ବୋଝିଆଙ୍କ_ପଛରେ_ଗୋଡାଇଲେ
ଖୋର୍ଦ୍ଧା ବେଗୁନିଆର ଦୁର୍ଗା ବାବୁଙ୍କ ମନଟା କାହିଁକି କେଜାଣି ପଞ୍ଚୁକ ଆରମ୍ଭ ଏକାଦଶୀ ପୂର୍ବଦିନ ଠାରୁ ବ୍ୟାକୁଳ ହେଉଥାଏ । ମହା କାର୍ତ୍ତିକମାସ ସରିବାକୁ ବସିଲାଣି,ପାଟିରେ ମହାପ୍ରଭୁଙ୍କ ଅବଢା ଟିକେ ବାଜିଲାନି। କାର୍ତ୍ତିକ ମାସରେ ଥରେ ଦୁଇଥର ମହାପ୍ରଭୁଙ୍କ ଆସିଛି ଆସିଛି । ଯିଏ କାର୍ତ୍ତିକ ମାସରେ ଜଗା ଦର୍ଶନ ପାଇଁ ଯାଇଛନ୍ତି ତାଙ୍କ ହାତରେ ପ୍ରସାଦ ଟିକେ ଆସିଛି ଘରକୁ । ଯାହାକି ପାଇ ଆତ୍ମତ୍ତୃପ୍ତି ସିନା ପାଇଛନ୍ତି, କିନ୍ତୁ ମନଶାନ୍ତି ହୁଏନି । ମହାପ୍ରଭୁ କେମିତି କଳାକୁଡୁଆ ର ବ୍ୟବସ୍ଥା କରି ଆତ୍ମତୃପ୍ତି କରିଛନ୍ତି ଶୁଣନ୍ତୁ ଏହି ଅନୁଭତିଟି
#bhaktarajagannatha #odisha #jagannathanubhuti #odiastory #youtube #trends

Комментарии

Информация по комментариям в разработке