ଚାଲିଗଲେ ସ୍ୱାମୀ...ସ୍ତ୍ରୀ ଓ ପିଲା ଖୋଜୁଛନ୍ତି ପରିଚୟ || Love Marriage || Family Dispute || Odisha Reporter

Описание к видео ଚାଲିଗଲେ ସ୍ୱାମୀ...ସ୍ତ୍ରୀ ଓ ପିଲା ଖୋଜୁଛନ୍ତି ପରିଚୟ || Love Marriage || Family Dispute || Odisha Reporter

ପ୍ରେମ ବିବାହ କଲେ ବୋଲି ଆଜି ଦୁଆର ଦୁଆର ବୁଲୁଛନ୍ତି ମହିଳା । ସ୍ବାମୀ ଆତ୍ମହତ୍ୟା ପରେ ବି ବୋହୂ ଓ ୩ ବର୍ଷର ଛୁଆକୁ ଶାଶୁ ଶ୍ୱଶୁର ଗ୍ରହଣ କରୁନାହାନ୍ତି । ସ୍ୱାମୀ କାହିଁକି କଲେ ଆତ୍ମହତ୍ୟା? ମହିଳା ଖୋଲିଲେ ଶାଶୁଘରର ସତ! ସାମ୍ନାକୁ ଆସିଲା ଭୁବନେଶ୍ୱରରେ ଜଣେ ଅସହାୟ ମହିଳାଙ୍କ ଦୁଃଖ କାହାଣୀ I ଶୁଣନ୍ତୁ ଜଣେ ଅସହାୟ ମହିଳାଙ୍କ କରୁଣ କାହାଣୀ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Allegation #wife #Helpless #Bhubaneswar

Комментарии

Информация по комментариям в разработке