କିଏ ଫସାଉଛି ଶଙ୍କରଙ୍କୁ ?

Описание к видео କିଏ ଫସାଉଛି ଶଙ୍କରଙ୍କୁ ?

#EXPOSEODISHA #shankaracomedy #kaujhiakaubhalia #viralvideo #odiaviralvideo

ଏକ୍ସପୋଜ୍ ଓଡିଶାକୁ ସ୍ୱାଗତ । ଏକ ନିରପେକ୍ଷ ୱେବ୍ ନ୍ୟୁଜ୍ ସହ ଲୋକଙ୍କ ହକ୍ ଉପସ୍ଥାପନା କରିବା ଆମର ମୂଳ ଲକ୍ଷ । ଆମେ ଜାଣୁ ଏହା ଏତେଟା ସହଜ ନୁହେଁ । କାରଣ ଏବେ ତ’ ଅଧିକାଂଶ ଗଣମାଧ୍ୟମ କାହାରି ନା’ କାହାରି ବୋଲକରା । ନୋଟ୍ ଯେଉଁଠି ନ୍ୟୁଜ୍ ସେଇଠି ଯେଉଁ ଧାରା ଏବେ ଚାଲିଛି ତାହାକୁ ପରିବର୍ତନ କରିବା ନିହାତି ଦରକାର । ଖାସ୍ ଏଥିପାଇଁ ଆମେ ଆରମ୍ଭ କରିଛୁ ଏକ ନୂଆ ଯାତ୍ରା । ଆଶା ଓ ବିଶ୍ୱାସ ଏହି କଣ୍ଟକିତ ଓ ଅଙ୍କାବଙ୍କା ରାସ୍ତାରେ ଆମକୁ କେବଳ ଆପଣଙ୍କ ଭଲପାଇବା ହିଁ ଆଗକୁ ବଢ଼ାଇ ପାରିବ । ତେବେ ଆପଣଙ୍କ ଆଗରେ ଅନ୍ୟାୟ ହେଉଥିଲେ ଚୁପ ରୁହନ୍ତୁ ନାହିଁ । ଆମକୁ ଯୋଗାଯୋଗ କରନ୍ତୁ । ଆମ ଠିକଣା, ଏକ୍ସପୋଜ ଓଡିଶା ନ୍ୟୁଜ୍‌, ଭୁବନେଶ୍ୱର, ମୋ: ୯୪୩୮୭୪୧୯୩୫

Комментарии

Информация по комментариям в разработке