ଦିଦି ଫେରାଇଇଲେ.. ଯୋଗୀ ଭରସା ଦେଲେ ! | Mamata Banerjee | Min K. C Patra | Potato Supply | UP | OR

Описание к видео ଦିଦି ଫେରାଇଇଲେ.. ଯୋଗୀ ଭରସା ଦେଲେ ! | Mamata Banerjee | Min K. C Patra | Potato Supply | UP | OR

ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁଥିଲା ଆଳୁ ଗାଡି। ହଠାତ ଦିଦି ନିର୍ଦ୍ଦେଶ ଦେଲେ ଆଳୁ ଅନ୍ୟ ରାଜ୍ୟକୁ ଯିବ ନାହିଁ। ଆଉ ଏ ହେଉଛି ତାପରର ଦୃଶ୍ୟ। ଓଡିଶା-ପଶ୍ଚିମବଙ୍ଗ ସୀମା ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ଟୋଲଗେଟରେ ଆଳୁ ଗାଡି ଦୀର୍ଘ ସମୟ ଛିଡା ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସମସ୍ତ ଗାଡି ଓଡିଶା ଓ ଆନ୍ଧ୍ରକୁ ଯିବା ବଦଳରେ ପୁଣି ନିଜ ରାଜ୍ୟକୁ ଫେରି ଯାଉଛି। ଆଳୁ ପାଇଁ ପଡୋଶୀ ପଶ୍ଚିମ ବଙ୍ଗ ଉପରେ ଓଡିଶା ଅଧିକ ନିର୍ଭର କରିଥାଏ। ଏଇ ବାଟ ଦେଇ ପ୍ରତିଦିନ ଶହ ଶହ ଆଳୁ ଟ୍ରକ ଓଡିଶାକୁ ଆସେ.. କିନ୍ତୁ ଗୁରୁବାର ରାତିରୁ ଏମିତି ଧାଡି କି ଧାଡି ଠିଆ ହୋଇଛି ଆଳୁ ବୋଝେଇ ଟ୍ରକ

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #patato #patatoscarcity #odisha #OdishaGovt #OdishaReporter

Комментарии

Информация по комментариям в разработке