୧୨ ଘଣ୍ଟା ପାଏନ୍‌ଥି ଭାସି ଭାସି ଆସିକରି ପୁହୁଞ୍ଚିଥିଲେ କୁସମେଲ ଗାଁନେ

Описание к видео ୧୨ ଘଣ୍ଟା ପାଏନ୍‌ଥି ଭାସି ଭାସି ଆସିକରି ପୁହୁଞ୍ଚିଥିଲେ କୁସମେଲ ଗାଁନେ

କଥାନେ ଅଛେ ‘ଯାହାକୁ ରଖିବେ ଅନନ୍ତ, ତାକୁ କି କରିପାରେ ବଳବନ୍ତ’... ଆର ଇ କଥା ପ୍ରମାଣ୍ ମିଲବା ଯଦି ଇ ଘଟନାକେ ଦେଖଲେ । ଗଲା ୫ ବଛର ତଲେ ଚନ୍ଦ୍ରହାସିନୀକଁର ମନ୍ଦିର ବୁଲିଯାଇଥିଲେ ଇ ଟୁକେଲ ଆର ପାଦ୍ ଖଁସରି ଯିବାରନୁ ପାଏନ୍ ପଡିଯାଇଥିଲା । ବଢି ପାଏନ୍‌ନେ ୫୦ କିଲୋମିଟର ୧୨ ଘଣ୍ଟାଥି ଭାସି ଭାସି କରି ଜୀବନ୍ ବଂଚେଇକରି ଝାରସୁଗୁଡା ଜିଲ୍ଲା କୁସମେଲ ଗାଁନେ ଉଦ୍ଧାର ହେଇଥିଲେ । ମାଛ ଧରୁଆମାନେ ତାକୁଁ ରକ୍ଷା କରିକିନା ଚିକିତ୍ସା କରେଇଥିଲେ ଆର ପଛେ ସେ ଟୁକେଲ ଇ ଗାଁର ସନ୍ୟାସୀ କାଲୋକଁର ଘରେ ରହିଥିଲେ । ନଦୀନୁ ପାଇକରି ଝି କରିକିନା ରଖିଥିବାର ମାଁ ବୁଆ ଇହାଦେ ତାକଁର ବିହା କରବାର ଲାଗି ଯାଉଛନ୍ । ଆଏବାର ୨୧ ତାରିଖନେ ବିହାଘର ଥିବାର ବେଲକେ ଇହାଦେନୁ ଚଲେଇଛନ୍ ପ୍ରସ୍ତୁତି । ବିହାକେ ନେଇକରି କାଣା କହୁଛନ୍ ପରିବାର ଆରୁ ଗାଁର ଲୋକ୍ ଜାନମା ପହରାର ଇ ଭିଡିଓନେ ।

About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।

Subscriber If you are watching this video on Youtube, Like/Follow our page if you are watching this on Facebook and stay connected with Awesome Sambalpuri Videos!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର

Комментарии

Информация по комментариям в разработке