ତଡ଼ା ଖାଇଲେ ଅଣଓଡ଼ିଆ ଅଫିସର || Loka Seva Bhavan || Non-Odia Officers || CM Mohan Majhi || BJP Govt ||OR

Описание к видео ତଡ଼ା ଖାଇଲେ ଅଣଓଡ଼ିଆ ଅଫିସର || Loka Seva Bhavan || Non-Odia Officers || CM Mohan Majhi || BJP Govt ||OR

ନବୀନ ସରକାରରେ ଗ୍ଲେହାପୁଅ ଥିଲେ, ନିଜକୁ ପାଓ୍ୱାରଫୁଲ ବୋଲି ମଣୁଥିଲେ। ଏବେ ପାଓ୍ୱାର ସେଣ୍ଟରରୁ ତଡା ଖାଇଲେ। ଲୋକସେବା ଭବନରୁ ଆଉଟ ହୋଇ ବାହାରେ ରହିବେ ଏହି ଟପ୍ ବ୍ୟୁରୋକ୍ରାଟ। ଆଇଏଏସ୍ ଜି.ମାଥିଭାଥାନନ୍‌, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ଲାଗିଛି ଝଟକା । ୧୯୯୪ ବ୍ୟାଚ୍ ଆଇଏଏସ୍ ଜି.ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #iasofficers #Odisha #NaveenPatnaik #Mohanmajhi #powerfulofficer #transfers

Комментарии

Информация по комментариям в разработке