Pramodini Roul Acid Attack Case: Two Accused Sentenced To 14 Years Imprisonment

Описание к видео Pramodini Roul Acid Attack Case: Two Accused Sentenced To 14 Years Imprisonment

Pramodini Roul Acid Attack Case: Two Accused Sentenced To 14 Years Imprisonment
ଜଗତସିଂହପୁର ଜିଲ୍ଲା ବହୁ ଚର୍ଚ୍ଚିତ ପ୍ରମୋଦିନି ରାଉଳଙ୍କୁ ଏସିଡ୍ ମାଡ଼ ଘଟଣାର ଆଜି ବିଚାର କରି ଜଗତସିଂହପୁର ମହିଳା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏସିଡ୍ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନିଲ ଦଳସିଂହ ରାୟକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫,୦୦୦ ଟଙ୍କା ଲେଖାଏଁ ଜୋରିମାନା ଦେବାପାଇଁ ରାୟ ରେ ଦର୍ଶାଇଛନ୍ତି। ତେବେ ଅନାଦେୟ ଅର୍ଥ ବାବଦ ୯ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ
#PramodiniRoul #AcidAttack #OdishaSambadNews
***
This is an official YouTube Channel of Odisha's leading 24x7 Odia news website www.odishasambad.in. Part of Bhubaneswar-based Frontier Media, which also owns




Odisha's premier English news website www.odishabytes.com and dedicated education & employment news website www.educationbytes.in
***
Disclaimer: The visuals used in this video are not intended at infringement of copyright. It is purely meant for news purpose.

Комментарии

Информация по комментариям в разработке