ବାଳକକୃଷ୍ଣ | Episode 09 | Baal Krishna | ବାଳକକୃଷ୍ଣଙ୍କ ଜୀବନର କାହାଣୀ | Swastik Productions India

Описание к видео ବାଳକକୃଷ୍ଣ | Episode 09 | Baal Krishna | ବାଳକକୃଷ୍ଣଙ୍କ ଜୀବନର କାହାଣୀ | Swastik Productions India

Subscribe to Swastik Productions India for more such videos - http://bit.ly/SubscribeSwastikProduct...

Watch all episodes of Baal Krishna here - https://bit.ly/3JgzPQX

କଂସ, ଦେବକୀଙ୍କ ଠାରୁ ସେହି ସନ୍ତାନକୁ ଛଡ଼ାଇନେଇଛି। ବାସୁଦେବ କଂସକୁ କହିଛନ୍ତି କି ଏହା ଏକ
କନ୍ୟା ଏବଂ ଏହା କେବେ ବି ତାର କାଳ ନୁହେଁ। ତେଣୁକରି ସେହି କନ୍ୟାର ହତ୍ୟା ନକରିବା ପାଇଁ ସେ
କଂସକୁ ଅନୁରୋଧ କରିଛନ୍ତି। କଂସ ନିଜ ଅହଙ୍କାର ଏବଂ ଗର୍ବରେ ବାସୁଦେବଙ୍କୁ କହିଛି କି ତାଙ୍କ
ଭଗବାନ, କଂସର ଭୟରେ ପୁତ୍ରରୁ ପୁତ୍ରୀ ପାଲଟିଯାଇଛନ୍ତି। କଂସ ସେହି ସନ୍ତାନକୁ କାନ୍ଥକୁ ଆଘାତ
କରିଛି ଏବଂ ଆଶ୍ଚର୍ଯ୍ୟ ଭାବେ ସେହି କନ୍ୟାଟି ଦେବୀ ରୂପେ ପରିଣତ ହେଇଯାଇଛି। ସେ କଂସକୁ
କହିଛନ୍ତି କି କଂସର କାଳ ଅନ୍ୟତ୍ର ଜନ୍ମ ଲାଭ କରିସାରିଛି ଏବଂ ତାର ମୃତ୍ୟୁ ନିଶ୍ଚିନ୍ତ । କଂସ ନିଜ
ଭଗ୍ନୀ ଦେବକୀଙ୍କୁ କ୍ଷମା ପ୍ରାର୍ଥନା କରି କହିଛି କି ଭଗବାନ ତା ସହ ଛଳନା କରିଛନ୍ତି । ସେ ନିଜ
ଭଗ୍ନୀକୁ ବନ୍ଦୀ କରିଥିବା ହେତୁ ଭଗବାନ ଅନ୍ୟତ୍ର ଜନ୍ମଲାଭ କରିଛନ୍ତି। ତେଣୁ ସେ ଉଭୟ
ବାସୁଦେବ ଏବଂ ଦେବକୀଙ୍କୁ ବନ୍ଦୀମୁକ୍ତ କରିବା ନିମନ୍ତେ ଆଦେଶ ଦେଇଛି। ସେପଟେ ଗୋକୁଳରେ
କୃଷ୍ଣଙ୍କ କ୍ରନ୍ଦନ ଶୁଣି ସମସ୍ତ ଗ୍ରାମବାସୀ ଉଠି ପଡ଼ିଛନ୍ତି। ସମସ୍ତେ ପରସ୍ପରକୁ ଆଲିଙ୍ଗନ
କରିଛନ୍ତି। ପୁତ୍ର ସନ୍ତାନର ଜନ୍ମରେ ନନ୍ଦ ଏବଂ ଯଶୋଦା ଉତ୍ଫୁଲ୍ଲିତ ହୋଇଉଠିଛନ୍ତି।

Watch the Leela of Krishna at its finest !

The entire village comes to meet and greet the newborn Krishna at Nand Ji's house, Nand Ji
introduces Krishna to the entire village and Invites all the villagers to celebrate Krishna & birth. Nanda Ji comes to invite Kansa as the chief guest in the celebration of the birth of Krishna. After reaching Kansa & Darbar, Nand comes to know that Kansa orders to bring all the children who have taken birth in 10 days to Kansa & court. Nand Baba gets scared and asks Kansa for permission to leave. Kansa sees the fear on Nand Baba,s face and asks Nand Baba whether any child has taken birth in his house too.

Cast :

Meet Mukhi as Young Krishna
Jaival Pathak as Little Krishna
Suman Gupta as Yashoda
Nimai Bali as Kans
Sachin Shroff as Krishna/Vishnu
Amrapali Gupta as Devaki
Praneet Bhat/Ajay Mishra as Nanda Baba
Sangeeta Khanayat as Rukmini
Eklavya Ahir as Young Balram
Deshna Dugad as Young Radha
Saar Kashyap as Arunasur
Ram Awana as Ravan
Riyanka Chandaas as Kirtida
Aishwarya Sharma Bhatt as Putana

Crew :

Producer - Siddharth Kumar Tewary
Director - Ajay Kumar
Writers - Shaildendra R. Kumar, Shailesh Singh
Theme Music Composers - Lenin Nandi, Ravi Singhal, Prabhakar Narwade
Creative Directors - Taiyyab Mallik
Creative Head - Bharat Choksey

Follow us on :
Instagram -   / realswastik  
Facebook -   / swastikproductionsindia  
Twitter -   / realswastik  
Telegram - https://t.me/SwastikProductions

In Association with Divo:
FB -   / divomovies  
Twitter -   / divomovies  
Instagram -   / divomovies  
Telegram - https://t.me/divodigital

#BaalKrishnainOdiya #SwastikProductions #Episode

Комментарии

Информация по комментариям в разработке