PADU GALUCHI MAKARANDA- ODIA LADIES PALA || GAYIKA- GOURIBALA SWAIN || MAMATA ENTERTAINMENT

Описание к видео PADU GALUCHI MAKARANDA- ODIA LADIES PALA || GAYIKA- GOURIBALA SWAIN || MAMATA ENTERTAINMENT

Title- Padu Galuchi Makaranda- Odia Ladies Pala
(ପଦୁ ଗଳୁଛି ମକରନ୍ଦ)
Gayika- Gouribala Swain and Associates
Mamata Entertainment

#PaduGaluchiMakaranda
#GayikaGouribalaSwain
#OdiaLadiesPala
#MamataEntertainment

ଏହି ଭାଗର ସାରାଂଶ:-
ଏହି ପାଲାର ବିଷୟବସ୍ତୁ ହେଉଛି ପଦୁ ଗଳୁଛି ମକରନ୍ଦ, ଏହାକୁ ଗାୟିକା କଳକଣ୍ଠି ଗୌରୀବାଳା ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି
-------------------------------------------------------------------------------------------------
ପାଲାର ସଂଜ୍ଞା :-
ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି
ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା
--------------------------------------------------------------------------------------------------
Thank You for watching this video, if you like this video then please hit the like button, share, and do subscribe to our channel for more such videos, also comment about your feedback in the comment box.
You can follow us on:-
YouTube:-    / @mamataentertainmentodia  
Facebook:-   / mamata.senapati.5249  
Facebook Page:-   / mamataentertainmentodia  
Twitter:-   / mamatasenapati3  
Blogger:- https://mamatasenapati.blogspot.com
---------------------------------------------------------------------------------------------------
All the copyright reserved by Mamata Entertainment. If anybody misuse, reuse or unauthorized use of the same content may subject to a copyright claim against him.

Комментарии

Информация по комментариям в разработке