ଗୋଇଠି ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Heel Pain in Odia | Causes & Treatments | Dr Rajendra Sahoo

Описание к видео ଗୋଇଠି ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Heel Pain in Odia | Causes & Treatments | Dr Rajendra Sahoo

#HeelPain #OdiaHealthTips

ଆମ ଶରୀରର ସମସ୍ତ ଭାର ଆମର ପାଦ ଦୁଇଟି ବହନ କରିଥାଏ। ଅତ୍ୟଧିକ ଡେଇଁବା, ଚାଲିବା, ଶାରୀରିକ ପରିଶ୍ରମ ଅଧିକ କରୁଥିବା ଲୋକଙ୍କଠାରେ ଗୋଇଠି ଯନ୍ତ୍ରଣା ହେବାର ସମ୍ଭାବନା ଅଧିକ ଥାଏ। ତେବେ ଗୋଇଠି ଯନ୍ତ୍ରଣାର କାରଣ, ଚିକିତ୍ସା ଓ ନିରାକରଣ ବିଷୟରେ କ’ଣ କହୁଛନ୍ତି ଡାକ୍ତର ରାଜେନ୍ଦ୍ର ସାହୁ, ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ଗୋଇଠି ଯନ୍ତ୍ରଣା କେତେ ସାଧାରଣ? (0:00)
ଗୋଇଠି ଯନ୍ତ୍ରଣା ହେବାର କାରଣ କ’ଣ? (1:31)
କେଉଁମାନଙ୍କଠାରେ ଅଧିକ ଦେଖାଦିଏ ଗୋଇଠି ଯନ୍ତ୍ରଣା? (6:06)
ଗୋଇଠି ଯନ୍ତ୍ରଣାର ଚିକିତ୍ସା (7:55)
ଗୋଇଠି ଯନ୍ତ୍ରଣାର ନିରାକରଣ (10:40)

All the weight of our body is carried by our two feet. Heel pain is more likely to occur in people who do a lot of jumping, walking, and physical activity. What are the main causes of heel pain? Let's findout more from Dr Rajendra Sahoo, a Spine & Pain Specialist.

In this Video,

How common is Heel Pain? in Odia (0:00)
Causes of Heel Pain, in Odia (1:31)
Who is more prone to Heel Pain? in Odia (6:06)
Treatment of Heel Pain, in Odia (7:55)
Prevention of Heel Pain, in Odia (10:40)

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке