ପିସିଓଏସ୍‌ ମହିଳାଙ୍କ ଡାଏଟ୍‌ ପ୍ଲାନ୍‌ | Healthy Diet Plan for PCOS in Odia | Dr Sunita Sahoo

Описание к видео ପିସିଓଏସ୍‌ ମହିଳାଙ୍କ ଡାଏଟ୍‌ ପ୍ଲାନ୍‌ | Healthy Diet Plan for PCOS in Odia | Dr Sunita Sahoo

#FoodandNutrition #OdiaHealthTips

ପିସିଓଏସ୍‌ ହେଉଛି ପ୍ରଜନନକ୍ଷମ ମହିଳାଙ୍କଠାରେ ଦେଖାଯାଉଥିବା ଏକ ସ୍ଵାସ୍ଥ୍ୟ ସମସ୍ୟା । ବର୍ତ୍ତମାନ ପ୍ରତି ଛଅ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କଠାରେ ଏହି ସମସ୍ୟା ଦେଖାଦେଉଛି । ସାଧାରଣତଃ ଅସନ୍ତୁଳିତ ହର୍‌ମୋନ ସ୍ତର, ବିଶୃଙ୍ଖଳିତ ଜୀବନେଶୈଳୀ ଏଥିପାଇଁ ମୁଖ୍ୟତଃ ଦାୟୀ । ତେଣୁ ପିସିଓଏସ୍‌ ସମସ୍ୟାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଖାଦ୍ୟେପେୟରେ ପରିବର୍ତ୍ତନ କରିବା ନିହାତି ଜରୁରୀ । ଆସନ୍ତୁ ଡାଏଟିସିଆନ୍‌ ଡାକ୍ତର ସୁନିତା ସାହୁଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା ।

ଏହି ଭିଡିଓରେ ରହିଛି,

କେତେ ସାଧାରଣ ପିସିଓଏସ୍‌ ସମସ୍ୟା? (0:00)
ଏହି ସମସ୍ୟା ଥିଲେ ଡାଏଟ୍‌ କେମିତି ହେବା ଆବଶ୍ୟକ? (1:56)
ଦିନ ତମାମ କ’ଣ ଖାଇବେ? (6:16)
ପିସିଓଏସ୍‌ ସମସ୍ୟା ଥିଲେ କ’ଣ ଖାଇବେ ନାହିଁ? (12:21)

PCOS or Polycystic Ovarian Syndrome is a hormonal disorder common among women. It is caused by an imbalance of reproductive hormones and also uncontrolled lifestyles. Diet and exercise are important parts of managing PCOS. So what to eat and what not if you have PCOS? Let's find out more from Dietician Dr Sunita Sahoo.

In this Video,

How common is PCOS? (0:00)
Lifestyle/Dietery modifications for PCOS (1:56)
What to eat all day? (6:16)
Food to avoid in PCOS (12:21)

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке