ଭଣ୍ଡ ବାବାଙ୍କ ରାତି କାରାନାମା... | Odisha Reporter

Описание к видео ଭଣ୍ଡ ବାବାଙ୍କ ରାତି କାରାନାମା... | Odisha Reporter

ଭଣ୍ଡ ବାବା ପ୍ରଫୁଲ ଦାସ ଓ ପ୍ରକାଶ ସାହାଣୀଙ୍କୁ ଗିରଫ ଦାବିରେ ଓଡିଶା ନ୍ୟାୟ ମଞ୍ଚ ପକ୍ଷରୁ ଦଳିତ ମହିଳା ଓ ପୁରୁଷ ଧାରଣା ଦେଇଛନ୍ତି। ନିଆଁ ଜାଳି ଭୁବନେଶ୍ୱର ଖଣ୍ଡଗିରି ଥାନା ଆଗରେ ଆନ୍ଦୋଳନ ଓ ଧାରଣା। ଗତବର୍ଷ ଏକ ଦଳିତ ମହିଳାଙ୍କୁ ଡୁମୁଡୁମା ରଘୁନାଥ ନଗର କୃଷ୍ଣ ମଠରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ହେଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏନେଇ ଦଳିତ ମହିଳା ପୁରୁଷ ଭଣ୍ଡ ବାବାଙ୍କୁ ତୁରନ୍ତ ଗିରଫ ଦାବିରେ ପିଡ଼ିତାଙ୍କ ସମେତ ଓଡିଶା ନ୍ୟାୟ ମଞ୍ଚର ସଦସ୍ୟ ମାନେ ଧାରଣା ଦେଇଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Odisha #FakeBaba #Bhubaneswar #Khandagiri

Комментарии

Информация по комментариям в разработке